‘ପରୀ’ (କବିତା)

-ସସ୍ମିତା ବଡ ଜେନା ସମାଜର କିଛି ଅନ୍ଧ ବିଚାରଆଗରେମଥା ନଇ ଗଲାବୁଦ୍ଧି ହଜି ଗଲାବିବେକ ଶୂନ୍ୟ ହୋଇ ଗଲାକିଛି ଅହଂକାର ପାଇଁହେଲେବଳି ବଳି ପଡି ଗଲା ଗୋଟେ ସୁନ୍ଦର୍ ନିରୀହ ଜୀବନ,କିଛି କବାଟ ପଛର…

0 Comments

।। ବାପା ।। (କବିତା)

-ଜସ୍ମିନ ଗିରି ଆବେଗ କୁ ପ୍ରକାଶକରି ପାରୁନଥିବା ମଣିଷ ଟିଏ।ପାଖକୁ ଆଉଜି ନେଇସ୍ନେହରେ ଚେନାଏ ଭଲପାଇବାନେସି ଦେବାରନାଇ ଯାର ଅଭ୍ୟାସ।ବାହାରଟl ଖୁବ୍ ଶକ୍ତକାହା ସାମ୍ନାରେକେବେ ଆଖିରୁନିଗାଡି ଆସେନି ଲୁହ ଯାର।ସବୁ ବେଳେ ଚେଷ୍ଟାକରିବାରେ ସେ…

0 Comments

। । ପୁରୁଷ । । (କବିତା)

–ମୀନାକ୍ଷୀ ପଣ୍ଡାସୋହାଗ ସାଗରେ ଶିହରଣ ଭରେ ସତ ଢ଼େଉ ସ୍ୱପ୍ନାୟିତହିମଗିରି ସମ ଯା’ ଧୈର୍ଯ୍ୟ ଅସୀମ ପୁରୁଷ ରୂପେ ଜନ୍ମିତରୂପ କମନୀୟ ପାବନ ହୃଦୟ କରୁଣା କଲ୍ଲୋଳ ମନକ୍ଷମା ପାରାବାର ଦୟାର ନିର୍ଝର ଆଶା…

0 Comments

।। ଆମ ଡେଲାଙ୍ଗର ଇତି ।। (କବିତା)

-ସଶ୍ମିତା ବଡ଼ଜେନା ପେଟ ପାଇଁ ଜୀବନ ଜୀବିକାଦେଶ ଭିତରେ ଓ ବାହାରେହେଲେ ସେ ଲୋଳୁପ ଦୃଷ୍ଟିକେତେ ଯୌବନର ଉନ୍ମୁକ୍ତ ଶରୀରପ୍ରତି ମୁହୂର୍ତ୍ତରେ ହୁଏ କ୍ଷତ ଓ କ୍ଷତାକ୍ତ ଲୁଟି ହୁଏ ବିବେକ, ଲଜ୍ୟା ଓଲୁଚିଥିବା…

0 Comments

।।କୁନ୍ଦୁଲିର ତାଜା ରକ୍ତ।। (କବିତା)

-ସଶ୍ମିତା ବଡ଼ଜେନା କୁନ୍ଦୁଲି ଅଖ୍ୟାତ ପଲ୍ଲୀଭୂଗୋଳ ମାନଚିତ୍ରରେ ସବୁଜ ବଣ ଘେରାପାହାଡ଼ ବନାନୀସବୁଦିନ ପରି ସେଦିନ ବି ଝରଣା ଆତଯାତଯେମିତି ବୈଶାଖ, ବର୍ଷା ଓ ବସନ୍ତ,କିଛି ତ ଜାଣି ନ ଥିଲା ସେକଣ ପାଇଁ…

0 Comments

।।ସହର ଆଜିଠୁ ତୁମର।। (କବିତା)

-ଜସ୍ମିନ ଗିରି, ଭୁବନେଶ୍ୱର ତୁମ ସହର କୁ ଛାଡିଗାଁ କୁ ଚାଲିଲୁ ଆମେସ୍ତ୍ରୀ, ଛୁଆ ପିଲାବନ୍ଧୁ କୁଟୁମ୍ବ କୁ ଧରିସହର ଆଜିଠୁ ତୁମର। ଆମେ ଗାଁ ର ମଣିଷମଳି ମୁଣ୍ଡିଆ କୁଦରକାର ନାହିଁ ତୁମସହରର…

0 Comments