ସୋନିଆ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦବୀରେ ଦେଖିବା ସପକ୍ଷରେ ଥିଲେ ଭୂତପୂର୍ବ ରାଷ୍ଟ୍ରପତି ଡକ୍ଟର କଲାମ !

(୦୯/୧୨) ଡକ୍ଟର ମନମୋହନ ସିଂଙ୍କୁ ରିମୋଟ୍ ପରି ସୋନିଆ ଗାନ୍ଧୀ ନିୟନ୍ତ୍ରଣ କରଥିଲେ ବୋଲି ହେଉଥିବା ଅଭିଯୋଗ ହେଉଥିବା ଅଭିଯୋଗ କେତେ ଯେ ସତ ତାହା ଭୂତପୂର୍ବ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ଅବଦୁଲ କଲାମଙ୍କ…

0 Comments

ସରକାରରେ ଥିଲେ ସେ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିଥାନ୍ତେ ବୋଲି କହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ !

(୦୯/୧୨) କୃଷି ବିଲ ବିରୋଧରେ ଗତକାଲି ‘ଭାରତବନ୍ଦ’ କୁ ଅଭୁତପୂର୍ବ ସଫଳତା ମିଳିଥିବାବେଳେ ବି କୃଷକମାନଙ୍କ ଦ୍ୱାରା ଆନ୍ଦୋଳନ ଜାରି ରହିଛି । ତେବେ ପଞ୍ଜାବର ମୁଖ୍ୟମନ୍ତ୍ରୀ କେପଟେନ୍ ଅମରିନ୍ଦର ସିଂ କହଛନ୍ତି ଯେ,…

0 Comments

ଆଇଏନ୍‌ଏକ୍ସ ମିଡିଆକୁ ନେଇ ମୁକେଶ ଅମ୍ବାନୀଙ୍କ ପ୍ରତି କାହିଁକି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ବୋଲି ଘନେଇଲା ବିବାଦ !

(୦୭/୧୨) ଆଇଏନଏକ୍ସ ମିଡିଆ ମାମଲାରେ ପ୍ରମୁଖ ଅଭିଯୁକ୍ତ ଥିବା ପିଟର୍ ମୁଖାର୍ଜୀ ପ୍ରକାଶ କରିଛନ୍ତି ଯେ, ମୁକେଶ ଅମ୍ବାନୀଙ୍କ ପରିବାର ଓ ବନ୍ଧୁମାନେ ଏହି ବହୁ ଚର୍ଚ୍ଚିତ ଘୋଟାଲାରେ ସଂପୃକ୍ତ ଅଛନ୍ତି । ଶ୍ରୀ…

0 Comments

ଏବେ ଖ୍ରୀଷ୍ଟିୟାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରୁଥିବା ଶିବୁ ଥୋମାସଙ୍କୁ ଦେଶଦ୍ରୋହୀ ପ୍ରମାଣ କରିବାକୁ ଯୋଜନା !

(୦୬/୧୨) ଦେଶରେ ଖ୍ରୀଷ୍ଟିୟାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ‘ପର୍ସିକ୍ୟୁସନ ରିଲିଫ୍‌’ ନାମକ ସଂସ୍ଥା ମାଧ୍ୟମରେ ଲଢ଼େଇ କରୁଥିବା ଶିବୁ ଥୋମାସଙ୍କୁ ଦେଶଦ୍ରୋହୀ ବୋଲି ଗୃହ ମନ୍ତ୍ରଣାଳୟକୁ ପତ୍ର ଲେଖିଛିି ‘ଲେଗାଲ୍…

0 Comments

ଶୀତତାପ ନିୟନ୍ତ୍ରିତ ଟ୍ରାକ୍ଟର-ଟ୍ରଲୀ ନେଇ କୃଷକ ଆନ୍ଦୋଳନରେ ପହଂଚିଲେ ଉତ୍ତରାଖଣ୍ଡର ଚାଷୀ !

(୦୬/୧୨) କୃଷି ବିଲ୍ ବିରୁଦ୍ଧରେ ଦିଲ୍ଲୀ-ହରିଆଣା ସୀମାରେ କୃଷକମାନଙ୍କ ଦୀର୍ଘ ୧୧ ଦିନ ହେଲା ଚାଲିଥିବା ଆନ୍ଦୋଳନରେ ଆଜି ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ପହଂଚି ଆନ୍ଦୋଳନରତ ଚାଷୀମାନଙ୍କୁ ଉଦବୋଧନ ଦେଇଥିଲେ ।…

0 Comments

ନାବାଳିକା ‘ପରୀ’ ହତ୍ୟା ମାମଲାର ସିବିଆଇ ତଦନ୍ତ କରିବ ବୋଲି ବାପାମା ଆଶାବାଦୀ !

(୩୦/୧୧) ନିକଟରେ କିଛି ଦିନ ହେଲା ନୟାଗଡ଼ର ନାବାଳିକା ‘ପରୀ’ ହତ୍ୟା ମାମଲାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତୁମ୍ବିତୋଫାନ ଚାଲିଥିବାବେଳେ ଘଟଣାର ଯାଂଚ କ୍ରାଇମ ବ୍ରାଂଚ ଦ୍ୱାରା କରାଯିବାକୁ ସରକାର ନିଷ୍ପତ୍ତି…

0 Comments