ଅନଲକ୍ ୫: ଭାରତ ସରକାର ଜାରି କଲେ ନୂଆ ଗାଇଡଲାଇନ୍‌ !

(୩୦/୯) ଅକ୍ଟୋବର ୧୫ ରୁ ସିନେମା ହଲ୍‌, ସନ୍ତରଣାଗାର ଓ ପାର୍କ ଖୋଲିବ ବୋଲି ଗୃହ ବିଭାଗ ଆଜି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ, ସିନେମା ହଲଗୁଡ଼ିକରେ କେବଳ…

0 Comments

ଆଜି ରାଜ୍ୟରେ ୩୪୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୯,୧୧୯ ହେଲା !

(୩୦/୯) ଆଜି ରାଜ୍ୟରେ ୩୪୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯୧୧୯ହୋଇଛି…

0 Comments

ପ୍ରଶାସନର ଦାଦାଗିରି : ଉତ୍ତରପ୍ରଦେଶ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଘରେ ବନ୍ଦ କରି ଅଧ ରାତିରେ ପ୍ରଶାସନର ଶବ ସଂସ୍କାର !

(୩୦/୯) ଭାରତର ଇତିହାସରେ ବୋଧହୁଏ ପ୍ରଥମ । ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ସହ ଦୁଃଖର ସମୟରେ ଛିଡ଼ା ହେବା ପରିବର୍ତ୍ତେ ସରକାରୀ କଳ ସେ ପରିବାରକୁୁ ଘରେ ବନ୍ଦ କରି ରଖି ସେମାନଙ୍କୁ…

0 Comments

ଆଜି ସଂକ୍ଷେପରେ…(୩୦/୯)

୧. ଆଉ ଏକ ନିର୍ଭୟା କାଣ୍ଡ : ଉତ୍ତରପ୍ରଦେଶର ହାଥରସ୍‌ର ଗଣଦୁଷ୍କର୍ମର ଶୀକାର ୧୯ ବର୍ଷର ଦଳିତ ଯୁବତୀ ଦୁଇ ସପ୍ତାହ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ମୃତ୍ୟୁ । ଅଭିଯୁକ୍ତମାନେ…

0 Comments

ଉତ୍ତରପ୍ରଦେଶରେ ଅଭିଯୁକ୍ତମାନେ ଗଣଦୁଷ୍କର୍ମ ସହ ଜିଭ କାଟିଥିବା ଯୁବତୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।

(୨୯/୯) ଉତ୍ତରପ୍ରଦେଶରେ ଦିନକୁ ଦିନ ଯେଭଳି ଅପରାଧମାନ ବୃଦ୍ଧି ପାଇବାରେ ଲାଗିଛି ଉତ୍ତରପ୍ରଦେଶକୁ ‘ଉତ୍ତମପ୍ରଦେଶ’ ଭାବରେ ଲୋକଙ୍କୁ ସ୍ୱପ୍ନ ଦେଖାଇ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ପ୍ରତି ଲୋକଙ୍କ ଆସ୍ଥା ତୁଟୁ ଥିବାର…

0 Comments

ବଲାଙ୍ଗୀର ଜିଲ୍ଲାପାଳଙ୍କ ଗାଡ଼ିରେ ନାଲିବତୀ : ଭିଆଇପି ସଂସ୍କୃତିରେ ସରକାର ଲଗାମ୍ ଦେବାରେ ଅସୁବିଧା ହେବ ନାହିଁ ତ !

(୨୯/୯) ୨୦୧୩ ରେ ସୁପ୍ରିମକୋର୍ଟ କହିଥିଲେ ଯେ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ, ବରିଷ୍ଠ ବିଚାରପତି ଓ କେତେକ ସରକାରୀ ଅଧିକାରୀ ନାଲିବତୀ ବ୍ୟବହାର କରିପାରିବେ । କିନ୍ତୁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା…

0 Comments