ନାବାଳିକା ‘ପରୀ’ ହତ୍ୟା ମାମଲାର ସିବିଆଇ ତଦନ୍ତ କରିବ ବୋଲି ବାପାମା ଆଶାବାଦୀ !

(୩୦/୧୧) ନିକଟରେ କିଛି ଦିନ ହେଲା ନୟାଗଡ଼ର ନାବାଳିକା ‘ପରୀ’ ହତ୍ୟା ମାମଲାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତୁମ୍ବିତୋଫାନ ଚାଲିଥିବାବେଳେ ଘଟଣାର ଯାଂଚ କ୍ରାଇମ ବ୍ରାଂଚ ଦ୍ୱାରା କରାଯିବାକୁ ସରକାର ନିଷ୍ପତ୍ତି…

0 Comments

ମୋ ବସ୍‌’ ସେବା ଆଗାମୀ କାଲିଠାରୁ ରାଜଧାନୀର ସବୁ ରାସ୍ତାରେ ପୁଣି ଚାଲିବ ବୋଲି ସୂଚନା !

(୩୦/୧୧) ଆଗାମୀ କାଲି ମଙ୍ଗଳବାର ଦିନଠାରୁ ରାଜଧାନୀର ରୁଟ୍ ନମ୍ବର ୨୯ ବ୍ୟତୀତ ସମସ୍ତ ରାସ୍ତାରେ ପୁଣି ଚାଲିବ ବୋଲି ରାଜଧାନୀ ଆଂଚଳିକ ନଗର ପରିବହନ ପକ୍ଷରୁ ସୂଚନା ଦିଆଯାଇଛି । ରାଜଧାନୀ ପରିବହନ…

0 Comments

କୃଷକ ଆନ୍ଦୋଳନ ପାଇଁ ସରକାରଙ୍କ କରୋନା ଭୟ, ହେଲେ ଗୃହମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ସେ ଭୟ ନାହିଁ !

(୩୦/୧୧) ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସଂସଦରେ ପାସ ହୋଇଥିବା କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକଙ୍କ ସମର୍ଥନରେ ଏବେ ଆନ୍ନା ହଜାରେ ମଧ୍ୟ ମୁହଁ ଖୋଲିଛନ୍ତି । ସେ କହିଛନ୍ତି…

0 Comments

କେନ୍ଦ୍ର ଗୃହମନ୍ତ୍ରୀଙ୍କ ପ୍ରସ୍ତାବକୁ କିସାନ ଆନ୍ଦୋଳନର ପ୍ରମୁଖ ସଂଗଠନ ପ୍ରତ୍ୟାଖ୍ୟାନ କଲେ !

(୨୯/୧୧) କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ନିଷ୍ପତ୍ତିମାନଙ୍କ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କୃଷକ ଦିଲ୍ଲୀର ଆନ୍ତରାଜ୍ୟ ସୀମାକୁ ଅବରୋଧ କରି ବିରୋଧ ପ୍ରଦର୍ଶନ କରିଛନ୍ତି । କୌଣସିମତେ ଏହି ଆନ୍ଦୋଳନକୁ ବନ୍ଦ…

0 Comments

‘ପରୀ’ (କବିତା)

-ସସ୍ମିତା ବଡ ଜେନା ସମାଜର କିଛି ଅନ୍ଧ ବିଚାରଆଗରେମଥା ନଇ ଗଲାବୁଦ୍ଧି ହଜି ଗଲାବିବେକ ଶୂନ୍ୟ ହୋଇ ଗଲାକିଛି ଅହଂକାର ପାଇଁହେଲେବଳି ବଳି ପଡି ଗଲା ଗୋଟେ ସୁନ୍ଦର୍ ନିରୀହ ଜୀବନ,କିଛି କବାଟ ପଛର…

0 Comments

।। ବାପା ।। (କବିତା)

-ଜସ୍ମିନ ଗିରି ଆବେଗ କୁ ପ୍ରକାଶକରି ପାରୁନଥିବା ମଣିଷ ଟିଏ।ପାଖକୁ ଆଉଜି ନେଇସ୍ନେହରେ ଚେନାଏ ଭଲପାଇବାନେସି ଦେବାରନାଇ ଯାର ଅଭ୍ୟାସ।ବାହାରଟl ଖୁବ୍ ଶକ୍ତକାହା ସାମ୍ନାରେକେବେ ଆଖିରୁନିଗାଡି ଆସେନି ଲୁହ ଯାର।ସବୁ ବେଳେ ଚେଷ୍ଟାକରିବାରେ ସେ…

0 Comments