।।କୁନ୍ଦୁଲିର ତାଜା ରକ୍ତ।। (କବିତା)

-ସଶ୍ମିତା ବଡ଼ଜେନା କୁନ୍ଦୁଲି ଅଖ୍ୟାତ ପଲ୍ଲୀଭୂଗୋଳ ମାନଚିତ୍ରରେ ସବୁଜ ବଣ ଘେରାପାହାଡ଼ ବନାନୀସବୁଦିନ ପରି ସେଦିନ ବି ଝରଣା ଆତଯାତଯେମିତି ବୈଶାଖ, ବର୍ଷା ଓ ବସନ୍ତ,କିଛି ତ ଜାଣି ନ ଥିଲା ସେକଣ ପାଇଁ…

0 Comments

।।ସହର ଆଜିଠୁ ତୁମର।। (କବିତା)

-ଜସ୍ମିନ ଗିରି, ଭୁବନେଶ୍ୱର ତୁମ ସହର କୁ ଛାଡିଗାଁ କୁ ଚାଲିଲୁ ଆମେସ୍ତ୍ରୀ, ଛୁଆ ପିଲାବନ୍ଧୁ କୁଟୁମ୍ବ କୁ ଧରିସହର ଆଜିଠୁ ତୁମର। ଆମେ ଗାଁ ର ମଣିଷମଳି ମୁଣ୍ଡିଆ କୁଦରକାର ନାହିଁ ତୁମସହରର…

0 Comments