।।କୁନ୍ଦୁଲିର ତାଜା ରକ୍ତ।। (କବିତା)

-ସଶ୍ମିତା ବଡ଼ଜେନା କୁନ୍ଦୁଲି ଅଖ୍ୟାତ ପଲ୍ଲୀଭୂଗୋଳ ମାନଚିତ୍ରରେ ସବୁଜ ବଣ ଘେରାପାହାଡ଼ ବନାନୀସବୁଦିନ ପରି ସେଦିନ ବି ଝରଣା ଆତଯାତଯେମିତି ବୈଶାଖ, ବର୍ଷା ଓ ବସନ୍ତ,କିଛି ତ ଜାଣି ନ ଥିଲା ସେକଣ ପାଇଁ…

0 Comments

।।ସହର ଆଜିଠୁ ତୁମର।। (କବିତା)

-ଜସ୍ମିନ ଗିରି, ଭୁବନେଶ୍ୱର ତୁମ ସହର କୁ ଛାଡିଗାଁ କୁ ଚାଲିଲୁ ଆମେସ୍ତ୍ରୀ, ଛୁଆ ପିଲାବନ୍ଧୁ କୁଟୁମ୍ବ କୁ ଧରିସହର ଆଜିଠୁ ତୁମର। ଆମେ ଗାଁ ର ମଣିଷମଳି ମୁଣ୍ଡିଆ କୁଦରକାର ନାହିଁ ତୁମସହରର…

0 Comments

ନବରଙ୍ଗପୁରରେ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଭାରତରତ୍ନ ଇନ୍ଦିରା ଗାନ୍ଧୀଙ୍କ ସହୀଦ ଦିବସ ପାଳନ ।

(୩୧/୧୦) ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଭବନଠାରେ ଭାରତ ରତ୍ନ ସ୍ବର୍ଗୀୟ ଇନ୍ଧିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହେଇଯାଇଛି। ଏହି ଅବସରରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଲ୍କୁ ବିରୋଧ କରି ନବରଙ୍ଗପୁର ଜିଲ୍ଲାର…

0 Comments

କଣ୍ଟାବାଞ୍ଜି ପୌରପାଳିକାର ୧ ନମ୍ବର ୱାର୍ଡର ସମସ୍ୟା ପ୍ରତି କର୍ତ୍ତୃପକ୍ଷ କେବେ ଦୃଷ୍ଟି ଦେବେ ?

(୩୧/୧୦) କଣ୍ଟାବାଞ୍ଜି ସହରରେ ଥିବା ୱାର୍ଡ଼ ନମ୍ବର ୧ ର ଅବ୍ୟବସ୍ଥା ରହିଥିବା ଦେଖିବାକୁ ମିଳିଛି । ଏହି ୱାର୍ଡ଼ର ଜନସଂଖ୍ୟା ୧୬୦୦ ଥିବାବେଳେ ଗତ ୧୦ ବର୍ଷ ଭିତରେ ଏହାର କୋଣସି ଉନ୍ନତି…

0 Comments

ଦିଲ୍ଲୀ ସଂଖ୍ୟାଲଘୁ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଜାଫରୁଲ ଇସଲାମ ଖାନ୍‌ଙ୍କ ଘର ଓ ଅଫିସରେ ଏନ୍‌ଆଇଏର ଚଢ଼ଉ !

(୩୦/୧୦) ଦିଲ୍ଲୀ ସଂଖ୍ୟାଲଘୁ ଆୟୋଗର ପୂର୍ବତନ ଅଧ୍ୟକ୍ଷ ତଥା ଗଣମାଧ୍ୟମର ବରିଷ୍ଠ ସଂପାଦକ ଜାଫରୁଲ ଇସଲାମ ଖାନ୍‌ଙ୍କ ଘର ଓ ଅଫିସରେ ଏନ୍‌ଆଇଏ ଚଢ଼ଉ କରିଥିବା ସେ ସୁଚନା ମିଳିଛି । ଶ୍ରୀ ଖାନ୍‌ଙ୍କ…

0 Comments

ଭିଡ଼ିଓ କନଫେରେନ୍ସ ଜରିଆରେ ନବରଙ୍ଗପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ମସ୍ତିସ୍କାଘାତ ଦିବସ ପାଳନ।

(୩୦/୧୦) ସାରା ରାଜ୍ୟରେ ବିଶ୍ୱ ମସ୍ତିସ୍କାଘାତ ଦିବସ ପାଳନ କରାଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଆଜି ବିଶ୍ୱ ମସ୍ତିସ୍କାଘାତ (ଷ୍ଟ୍ରୋକ) ଦିବସ ପାଳନ ହେଇଯାଇଛି। ଏଥିରେ ନବରଙ୍ଗପୁର ଜିଲ୍ଲା ସରକାରୀ…

0 Comments