।। ଅସ୍ତ୍ର ।। (କବିତା)

ଡଃ.ବାସନ୍ତୀ ମହାନ୍ତି, ଭୁବନେଶ୍ୱର କେତେ ଆଉ ଭିଜୁଥିଵା ସିଝୁଥିବାଦ୍ରୌପଦୀ ମାନଙ୍କ ର ଲୁହ ଓ କୋହରେ ?ଆସ ଆମେ କରିଦେବା ଆଖିକୁ କାଚ ବୁକୁକୁ ପଥର ।ଆଉ ଗଡିବ ନାହିଁ ଲୁହ କି ଝରିବ…

0 Comments

ସୀମାନ୍ତର ଗୀତ (କବିତା)

- ସବ୍ୟସାଚୀ ବିଷୋୟୀ କଣ୍ଟାମାଳ (ନବରଙ୍ଗପୁର)ମୋ - 9348338676 ଶୁଣ କବିସୀମା ବି ଗାଉଥିଲା ଗୀତତା ଗୀତରେମୃଦଙ୍ଗର ନାଦ କରୁଥିଲା ବୋମାଗୁଳିରେ ଶୁଭୁଥିଲା ତବଲାର ଝଙ୍କାରଗୀତର ଅନ୍ତଃସ୍ବର ଥିଲା ବଳିଦାନ…ଆଉ ଗାଉଥିଲାସଂଗ୍ରାମ କର ସଂଗ୍ରାମ…

0 Comments

ll ପର୍ବ ll (କବିତା)

ରାଜଶ୍ରୀ ମହାପାତ୍ର, ଭୁବନେଶ୍ୱର । ଜନମ ମରଣଏଠି ଦୁଇକୂଳମଝିରେ ପ୍ରଖର ସ୍ରୋତ,ଜୀବନ ବହୁଛିଜୁଆର ଉଠୁଛିଭେଟିବ ବିଷମ ଗଣ୍ଡ ।ଉଷାର ଆଲୋକ ସ୍ୱାଗତ କରିବକାଳରାତ୍ରି କଟିଯିବ ,ନୂତନ ଲୋକରେଦିବ୍ୟ ଚେତନାରେକାୟା ଛାୟା ମିଶିଯିବ । ହୃଦୟ…

0 Comments

ନିଆଁଧରା (କବିତା)

-ଜୟଦ୍ରଥ ସୁନା, ବାଞ୍ଜିପଦର, ରେଗଡା, କଳାହାଣ୍ଡି ବଣ୍ଟା ହେଲା ଛେଳି, ମେଣ୍ଢା,ଗାଈଗୁହାଳ,କ୍ଷେତ,ଖଳାଟାଙ୍ଗିଆ,କୁଢ଼ରେ,ବାରେସେ, ରଫାଦା, ପନକି,ଘର,ଢେଙ୍କିଶାଳ,ମାଲଛମା,କାଳୀସୁନ୍ଦରୀ,ବାବୁରାଓ,ଭିମାଭାଗ ହେଲା,ଟୁ ପୁଲି,ଭୁଗା,କଂସା ଥାଳି,ଖୁରି ଗିନାହେଲେ ,ବଣ୍ଟା ହେଲାନିପାଞ୍ଚ ଦିସମିଲ ବାପ,ଦାଦୀ, ଅରଜି ଥିବାପୂର୍ବପୁରୁଷ ର ଭିଟା ମାଟି।ପିତ ଚଢ଼ିଗଲା…

0 Comments

💖ଧୋକାବାଜ ସମୟ💖

-ସ୍ୱର୍ଣ୍ଣପ୍ରଭା ଖଟୁଆ,(ଯାଜପୁର ,ଚଣ୍ଡିଖୋଲ) ସମୟ ସହିତ ସାଥୀ ହେଲେଦୁଇ ଗୋଡ ବଦଳରେଚାରି ଗୋଡ ଜୋଡିବାକୁ ହୁଏହାତ ଦୁଇଟିକୁ ପଙ୍ଖାପରିତୀବ୍ର ଗତିରେ ଘୂରାଇବାକୁ ପଡେସବୁପରେବି ସମୟ ଧୋକାଦିଏଅବିଶ୍ୱାସର ପହଣ୍ଡିବିଜେ କରେଭାଗ୍ୟର ଦ୍ୱାହି ଦେଇ …../// ରାତିକୁ…

0 Comments

ମହାମାରୀରେ …(କବିତା)

ରାଜଶ୍ରୀ ମହାପାତ୍ର, ଭୁବନେଶ୍ୱର E-mail: rajashreemohapatra2018@gmail.com କିଏ କହିବକେତେ ଯନ୍ତ୍ରଣା ପିଇ ପଥର ପାଲଟିଛି  ଏ ମାଟିକେତେ ବିଶ୍ବାସ ଜାଳି କଳା ହେଇଛି ଆକାଶର ଛାତିକେତେ ଅମୃତ ବାଣ୍ଟି  ହଳାହଳ ବିଷକୁ ପିଇଛି ମହୋଦଧି  ।ନିଦ…

0 Comments