ନବରଙ୍ଗପୁରରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରାଜ୍ୟର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ତରଫରୁ ଆୟୋଜିତ ସମାବେଶରେ ବ୍ଲକର ସମସ୍ତ କର୍ମଚାରୀ ଯୋଗ ଦେଇଥିବା ଜଣାପଡ଼ିଛି । ଥାନା ଏସ୍‌ଆଇ ଅଭିମନ୍ୟୁ ଦୁର୍ଗା ପ୍ୟାରେଡ୍ ଧୂନ…

0 Comments

ରାଜ୍ୟର ପୂର୍ବର ସମସ୍ତ ରେକର୍ଡ଼ ଭାଙ୍ଗିଲା । ଆଜି ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

ଆଜି ରାଜ୍ୟରେ ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮ କୁ ବୃଦ୍ଧି ପାଇଛି । ଆଜି ଗଞ୍ଜାମ ଓ ଯାଜପୁରରେ ୧୦ ଜଣ ଲେଖାଏଁ, ବାଲେଶ୍ୱର-ସୁନ୍ଦରଗଡ-ବରଗଡ଼଼…

0 Comments

କଣ୍ଟାବାଞ୍ଜିରେ ବିଭିନ୍ନ ସଂଗଠନ ପକ୍ଷରୁ ‘ବନ୍ଦେ ଉତ୍କଳ ଜନନୀ’ ଗାୟନ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରା୍ଜ୍ୟର ସମସ୍ତ କରୋନା ଯୋଦ୍ଧାମାନଙ୍କୁୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ସମସ୍ତ ଓଡ଼ିଆଙ୍କୁ ଆହ୍ୱାନ ଦେଇଥିଲେ । ଏହାକୁ ସମ୍ମାନ ଜଣାଇ ବଲାଙ୍ଗୀର ଜିଲ୍ଲା…

0 Comments

ଲୋଇସିଂହା ଥାନାର ସମସ୍ତେ ‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧକ୍ରମେ ଆଜି ସନ୍ଧ୍ୟା ୫ ଟା ୩୦ ରେ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଲୋକେ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଏକା ସାଙ୍ଗରେ ଗାଇ କରୋନା…

0 Comments

ଲକଡାଉନ ଅବଧି ବୃଦ୍ଧି । ୮ ତାରିଖରୁ ଧାର୍ମିକସ୍ଥଳ, ସପିଙ୍ଗମଲ ଓ ହୋଟେଲ ଖୋଲିବା ପାଇଁ ଅନୁମତି।

ଅଭିଭାବକଙ୍କ ପରାମର୍ଶରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ପରାମର୍ଶ ଆଗାମୀ କାଲି ଲକ୍ ଡାଉନର ଚତୁର୍ଥ ପର୍ଯ୍ୟାୟ ଶେଷ ହେଉଥିବାବେଳେ କେନ୍ଦ୍ର ଗୃହ ବିଭାଗ ତରଫରୁୁ ପରବର୍ତ୍ତୀ ପଦକ୍ଷେପ ନିମନ୍ତେ ଏକ ଆଦେଶ ଜାରି କରାଯାଇଛି ।…

0 Comments

କଣ୍ଟାବାଞ୍ଜି ଏସଡିପିଓ ଚାଲାନ କାଟିବା ନେଇ ମନ୍ତବ୍ୟ ରଖିଲେ

କଣ୍ଟାବାଞ୍ଜି ସହରରେ ଲୋକେ ସକାଳ ୭ ରୁ ସନ୍ଧ୍ୟା ୭ ଯାଏଁ ଦୋକାନ ଖୋଲିବା ପାଇଁ ଅନୁମତି ରହିଛି ଓ ଲୋକଙ୍କ କହିବାନୁସାରେ ସନ୍ଧ୍ୟା ୭ ଟା ପରେ ପୋଲିସ୍‌୍ ଲୋକଙ୍କଠୁ ୨୦୦ ଟଙ୍କା…

0 Comments