ଓଲଟି ପଡ଼ିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ, ଅଳ୍ପକେ ବର୍ତିଲେ ଡ୍ରାଇଭର।

(୨୯/୧୦) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବନ୍ଧଗୁଡ଼ା ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଓଲଟି ପଡ଼ିଛି।ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର।ଓଡି-୩୩ ୟୁ-୩୧୪୨ ନମ୍ବର ଥିବା…

0 Comments

ଫସଲ ବୀମା ପ୍ରଦାନକୁ ନେଇ ଚାଷୀମାନଙ୍କ ଜାତୀୟ ରାଜପଥ ଅବରୋଧ, ଘଟଣାସ୍ଥଳକୁ ତହସିଲଦାର ଆସି ଚାଷୀଙ୍କୁ ବୁଝାସୁଝା କଲେ!

(୨୯/୧୦) ବଲାଙ୍ଗୀର ଜିଲ୍ଲା ବେଳପଡା ଥାନା ଅନ୍ତର୍ଗତ ସଲହଣ୍ଡି ଓ ଉଡିଙ୍ଗ ଗ୍ରାମର ଚାଷୀ ବୁଧବାର ଦିନଫସଲ ବୀମା ପ୍ରଦାନକୁ ନେଇ ରାସ୍ତାରୋକ କରିଛନ୍ତି। ଚାଷୀମାନେ କଣ୍ଟାବାଞ୍ଜି - ବଲାଙ୍ଗୀର ଜାତୀୟ ରାଜପଥର ଉଡିଙ୍ଗ…

0 Comments

ରାଜ୍ୟର ପ୍ରମୁଖ ଦୈନିକ ଖବରକାଗଜ ଦ୍ୱାରା ଆକାଶବାଣୀ ବଲାଙ୍ଗୀରର ଚାଟୁକାରିତା ଉଦ୍ଦେଶ୍ୟ ପ୍ରଣୋଦିତ ଓ ନିନ୍ଦନୀୟ !

(୨୮/୧୦) ଗତ ୨୫ ତାରିଖ ‘କରୋନା କାଳରେ ଥକି ପଡ଼ିନି ଆକାଶବାଣୀ ବଲାଙ୍ଗୀର’ ଶୀର୍ଷକରେ ରାଜ୍ୟର ଏକ ପ୍ରମୁଖ ଦୈନିକ ଖବରକାଗଜରେ ପ୍ରକାଶିତ ସମ୍ବାଦଟି ଉଦ୍ଦେଶ୍ୟ ପ୍ରଣୋଦିତ ଓ ଏହା ନିନ୍ଦନୀୟ ! ସୂଚନାଯୋଗ୍ୟ…

0 Comments

ଡିସେମ୍ବର ୩୧ ପୂର୍ବରୁ ବିଧାନସଭା ଶୀତକାଳୀନ ଅଧିବେଶନ ବସିବ ବୋଲି ସୂଚନା ଦେଲେ ବାଚସ୍ପତି !

(୨୮/୧୦) କରୋନା ମହାମାରୀ ସମୟରେ ବିଭିନ୍ନ ବୈଠକ ତଥା ସଂସଦ ଓ ବିଧାନସଭାର ଅଧିବେଶନକୁ ନେଇ ଦ୍ୱନ୍ଦ୍ୱ ଉପୁଜୁ ଥିବାବେଳେ କିଛି ଦିନ ପୂର୍ବରୁ ରାଜ୍ୟର ବିଧାନସଭା ଅଧିବେଶନ ବସିଥିଲା । ତେବେ ଶୀତକାଳୀନ…

0 Comments

ଆଜି ସଂକ୍ଷେପରେ…(୨୮/୧୦)

୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲଂଚ ହେଲା ରାଜ୍ୟ ସ୍ତରୀୟ ସ୍ୱତନ୍ତ୍ର ସ୍କଲାରସିପ ପୋର୍ଟାଲ୍ । ଏହାଦ୍ୱାରା ୧୧ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ସୂଚନା । ୨-ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟଙ୍କ…

0 Comments

ଚୀନର ସମଗ୍ର କାଶଗର ସହରରେ ମାଗଣାରେ କରୋନା ପରୀକ୍ଷା ହେଉଥିବା ମିଳିଲା ସୂଚନା !

(୨୬/୧୦) ଝିନଜିଆଙ୍ଗ ପ୍ରଦେଶର ସମଗ୍ର ସହରରେ ବ୍ୟାପକ ଭାବେ କରୋନା ପରୀକ୍ଷଣ କରିବାକୁ ଚୀନ ସରକାର ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଏହି ପ୍ରଦେଶରେ ଥିବା କାଶଗର ସହରର ୪୭ ଲକ୍ଷ ଲୋକଙ୍କ ମାଗଣାରେ…

0 Comments