Skip to content
(୩୦/୧୧) ଆଗାମୀ କାଲି ମଙ୍ଗଳବାର ଦିନଠାରୁ ରାଜଧାନୀର ରୁଟ୍ ନମ୍ବର ୨୯ ବ୍ୟତୀତ ସମସ୍ତ ରାସ୍ତାରେ ପୁଣି ଚାଲିବ ବୋଲି ରାଜଧାନୀ ଆଂଚଳିକ ନଗର ପରିବହନ ପକ୍ଷରୁ ସୂଚନା ଦିଆଯାଇଛି । ରାଜଧାନୀ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, କାର୍ତ୍ତିକ ପୂର୍ଣ୍ଣମୀ ପରେ ଏହି ସେବା ରାଜଧାନୀର ବିମାନବନ୍ଦର, କଟକର ବାରବାଟି ଷ୍ଟାଡିୟମ, ବରମୁଣ୍ଡା, ଜଗତପୁର, ଏମ୍ସ ହସପିଟାଲ୍, ଓଏମପି ଛକ, ମାଷ୍ଟର କ୍ୟାଣ୍ଟିନ, ଖୋର୍ଦ୍ଧାର ନୂଆ ବସଷ୍ଟାଣ୍ଡ, ସମ୍ ହସପିଟାଲ, କଳିଙ୍ଗ ନଗର, ସାଇ ମନ୍ଦିର, ଦମଦମା, ମଂଚେଶ୍ୱର, ଲିଙ୍ଗରାଜ ମନ୍ଦିର, ଗୋଠପାଟଣା, ବରମୁଣ୍ଡା ଆଇଏସବିଟି, ପିପିଲି, ଭୁବନେଶ୍ୱର ରେଳ ଷ୍ଟେସନ୍ ଓ ପୁରୀ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଚଳାଚଳ କରିବ ବୋଲି ସୂଚନା ଦିଆଯାଇଛି ।
Advertisement