୨୦୧୯ ଫସଲ ବିମା ଦାବି ନେଇ କରୁଆମୁଣ୍ଡା ଚାଷୀମାନଙ୍କ ରାସ୍ତା ରୋକ ।

(୨୩/୧୨) ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଲକ ଅନ୍ତର୍ଗତ କରୁଆମୁଣ୍ଡା ଗ୍ରାମ ପଞ୍ଚାୟତର ଚାଷୀମାନେ ଶିଘ୍ର ଖିରିଫ ଧାନ ଵିମାରାଶି ୨୦୧୯ ର ଦିଆଯାଉ ଦାବି ନେଇ ସର୍ଗୁଡା ଛକଠାରେ ରାସ୍ତା ଅବରୋଧ କରିଛନ୍ତି ।…

0 Comments

ପରୀକୁ ନ୍ୟାୟ ଦାବିରେ ନବରଙ୍ଗପୁର ଜିଲ୍ଲା ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା। 

(୨୧/୧୨) -ନବରଙ୍ଗପୁର ଜିଲ୍ଲା କଂଗ୍ରେସ ତରଫରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି।ଦଶ ବର୍ଷର ଝିଅ ପରୀର ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହେଇଥିବାବେଳେ ପରୀକୁ ନ୍ୟାୟ ଦାବିରେ ଆଗକୁ ଆସିଛି…

0 Comments

ତହସିଲ ଅଫିସରେ ଦୁର୍ନୀତି ହେଉଥିବା ନେଇ ଓକିଲ ସଂଘ ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଦାଵି ପତ୍ର ।

(୧୮/୧୨) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲ କାର୍ଯ୍ୟାଳୟରେ ଦୁର୍ନୀତି ହେଉଥିବା ନେଇ ସ୍ଥାନୀୟ ଜିଲ୍ଲାପାଳଙ୍କୁ ଓକିଲ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ତହସିଲ କାର୍ଯ୍ୟାଳୟ ଥିବା…

0 Comments

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ।

(୧୪/୧୨) ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ଟଙ୍କା ଗାଏବ। ଏଭଳି ସଙ୍ଗିନ ଅଭିଯୋଗ କରିଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ବଜ୍ରଗଡ୍ ଗ୍ରାମର ଗୁରୁବାରି ମାଙ୍ଗଲି।ଗୁରୁବାରୀ ଜଣେ ଗରିବ…

0 Comments

ନବରଙ୍ଗପୁର ରେ ଗ୍ରାମୀଣ ରୋଜଗାର ପ୍ରଶିକ୍ଷଣ, ବେକାର ସମସ୍ୟା ଦୂର କରିବା ଲକ୍ଷ୍ୟ।

(୧୦/୧୨) ବେକାର ସମସ୍ୟା ଦୂର କରିବା ଲକ୍ଷ୍ୟରେ ନବରଙ୍ଗପୁର ଜିଲ୍ଲା ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ୱରୋଜଗାର ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ବେକାର ଯୁବକ ଯୁବତୀ ମାନଙ୍କୁ କର୍ମ ନିଯୁକ୍ତି ପ୍ରଶିକ୍ଷଣ ଦିଆଯାଇଛି।ଆଦିବାସୀ ଅଧ୍ୟୁଷିତ…

0 Comments

‘ଭାରତ ବନ୍ଦ’ ପାଳନ ସମୟରେ କଣ୍ଟାବାଞ୍ଜି ବିଧାୟକ ସାଲୁଜାଙ୍କ କାର୍ଯ୍ୟକଳାପ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ ।

(୦୯/୧୨) କଣ୍ଟାବାଞ୍ଜି ବିଜୁ ଜନତା ଦଳ ପକ୍ଷରୁ ୦୯ ତାରିଖ ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଗତ ୦୮-୧୨-୨୦୨୦ ଦିନ ଚାଷୀ ଆନ୍ଦୋଳନ ବେଳେ କରାଯାଇଥିବା କାର୍ଯ୍ୟ…

0 Comments