୨୦୧୯ ଫସଲ ବିମା ଦାବି ନେଇ କରୁଆମୁଣ୍ଡା ଚାଷୀମାନଙ୍କ ରାସ୍ତା ରୋକ ।


(୨୩/୧୨) ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଲକ ଅନ୍ତର୍ଗତ କରୁଆମୁଣ୍ଡା ଗ୍ରାମ ପଞ୍ଚାୟତର ଚାଷୀମାନେ ଶିଘ୍ର ଖିରିଫ ଧାନ ଵିମାରାଶି ୨୦୧୯ ର ଦିଆଯାଉ ଦାବି ନେଇ ସର୍ଗୁଡା ଛକଠାରେ ରାସ୍ତା ଅବରୋଧ କରିଛନ୍ତି । ସୁଚନା ଅନୁସାରେ ଚାଷୀମାନେ ଚାଷୀ ସମସ୍ୟାର ବିଭିନ୍ନ ଦାବୀ ନେଇ ତହସିଲ ଦାର ଓ ଉପଜିଲ୍ଲାପାଳଙ୍କୁ ଜଣାଇ ଥିବାବେଳେ କେହି ନ ଶୁଣିବାରୁ ରାସ୍ତା ରୋକ କରାଯାଇଛି ବୋଲି ଜଣାପଡିଛି। ରାସ୍ତାରୋକ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ କଣ୍ଟାବାଞ୍ଜି ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ କାଣ୍ଡଲକର ଓ ହିରା ଖାଲକେ ଉପସ୍ଥିତ ଥିଲେ ।
(ରିପୋର୍ଟ – ଏସ କେ ସମିମ)

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ୨୦୧୯ ଫସଲ ବିମା ଦାବି ନେଇ କରୁଆମୁଣ୍ଡା ଚାଷୀମାନଙ୍କ ରାସ୍ତା ରୋକ ।