ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୨ ତମ ଜନ୍ମତିଥିରେ ‘ନବୋଦୟ’ ପରିବାର ତରଫରୁ ସମସ୍ତଙ୍କୁ ଅଭିନନ୍ଦନ । ୧୮୪୮ ମସିହା ଆଜିର ଦିନରେ ମଧୁବାବୁ କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ରାଜ୍ୟ ଗଠନ ନିମନ୍ତେ ଓ ମାନବ ସମାଜ ନିମନ୍ତେ କରିଯାଇଥିବା ତାଙ୍କର ଅବଦାନ ଚିର ସ୍ମରଣୀୟ ।
ମଧୁବାବୁଙ୍କ ୧୭୨ତମ ଜନ୍ମତିଥି ଉପଲକ୍ଷେ ଶୁଭେଚ୍ଛା
