ମଧୁବାବୁଙ୍କ ୧୭୨ତମ ଜନ୍ମତିଥି ଉପଲକ୍ଷେ ଶୁଭେଚ୍ଛା


ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୨ ତମ ଜନ୍ମତିଥିରେ ‘ନବୋଦୟ’ ପରିବାର ତରଫରୁ ସମସ୍ତଙ୍କୁ ଅଭିନନ୍ଦନ । ୧୮୪୮ ମସିହା ଆଜିର ଦିନରେ ମଧୁବାବୁ କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ରାଜ୍ୟ ଗଠନ ନିମନ୍ତେ ଓ ମାନବ ସମାଜ ନିମନ୍ତେ କରିଯାଇଥିବା ତାଙ୍କର ଅବଦାନ ଚିର ସ୍ମରଣୀୟ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
ମଧୁବାବୁଙ୍କ ୧୭୨ତମ ଜନ୍ମତିଥି ଉପଲକ୍ଷେ ଶୁଭେଚ୍ଛା