ତାମିଲନାଡ଼ୁରୁ ବଲାଙ୍ଗିର ଫେରନ୍ତାଙ୍କ ଭିତରୁ ୨ ଜଣଙ୍କଠାରେ ଓ ଯାଜପୁରର ୨ ଜଣଙ୍କଠାରେ କରୋନା ଭୂତାଣୁ ଥିବା ପରୀକ୍ଷାରୁ ଜଣା ପଡ଼ିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ରୋଗୀ ସଂଖ୍ୟ। ୧୪୭ ରେ ପହଂଚିଲା ।
ବଲାଙ୍ଗୀରରେ ପ୍ରଥମ କରି ୨ କରୋନା ରୋଗୀ ଚିହ୍ନଟ, ରାଜ୍ୟରେ କରୋନା ରୋଗୀ ସଂଖ୍ୟ। ୧୪୭ ରେ ପହଂଚିଲା
