ବଲାଙ୍ଗୀରରେ ପ୍ରଥମ କରି ୨ କରୋନା ରୋଗୀ ଚିହ୍ନଟ, ରାଜ୍ୟରେ କରୋନା ରୋଗୀ ସଂଖ୍ୟ। ୧୪୭ ରେ ପହଂଚିଲା


ତାମିଲନାଡ଼ୁରୁ ବଲାଙ୍ଗିର ଫେରନ୍ତାଙ୍କ ଭିତରୁ ୨ ଜଣଙ୍କଠାରେ ଓ ଯାଜପୁରର ୨ ଜଣଙ୍କଠାରେ କରୋନା ଭୂତାଣୁ ଥିବା ପରୀକ୍ଷାରୁ ଜଣା ପଡ଼ିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ରୋଗୀ ସଂଖ୍ୟ। ୧୪୭ ରେ ପହଂଚିଲା ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
ବଲାଙ୍ଗୀରରେ ପ୍ରଥମ କରି ୨ କରୋନା ରୋଗୀ ଚିହ୍ନଟ,  ରାଜ୍ୟରେ କରୋନା ରୋଗୀ ସଂଖ୍ୟ। ୧୪୭ ରେ ପହଂଚିଲା