ରାଜ୍ୟରେ କରୋନା ରୋଗର ଉପଯୁକ୍ତ ମୁକାବିଲା କରିବାକୁ ରାଜ୍ୟ ସରକାର ୧୧ଟି ଜିଲ୍ଲାର ୧୦୫ ଜଣ ନର୍ସଙ୍କ ପାଇଁ କଟକସ୍ଥିତ ଏସସିବି ମେଡିକାଲ କଲେଜରେ କ୍ରିଟିକାଲ କେୟାର ଆଇସିୟୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମଟି ୭ ଦିନ ପାଇଁ ଚାଲିବ ବୋଲି ଜଣାପଡ଼ିଛି ।
ରାଜ୍ୟରେ କରୋନା ରୋଗର ମୁକାବିଲା କରିବାକୁ ୧୧ଟି ଜିଲ୍ଲାର ନର୍ସଙ୍କୁ ତାଲିମ୍
