ଆଜି ସଂକ୍ଷେପରେ…(୧୬/୯)

୧-ଭାରତର ଔଷଧ ଉତ୍ପାଦନ ପ୍ରତିଷ୍ଠାନ-ସିରମ୍ ର ସିଇଓ କହିଲେ, ୨୦୨୪ ଶେଷଯାଏଁ ପ୍ରତ୍ୟେକ ବ୍ୟକ୍ତିଙ୍କ ନିମନ୍ତେ କରୋନା ଟୀକା ଉପଲବ୍‌ଧ ହେବା ମୁସ୍କିଲ !

୨- ରାଣି ଲକ୍ଷ୍ମୀବାଈ ଆଖ୍ୟା ଦିଆଯାଉଥିବା ସିନେମା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ସହ ଅବୁ ସଲେମର ମଦ୍ୟପାନ କରିବା ଫଟୋ ହେଲା ଭାଏରାଲ ।

୩-ଲୋକସଭାରେ ବଡ଼ ଖୁଲାସା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ : ପାକିସ୍ତାନ ବେଆଇନ ଭାବେ ୫୧୮୦ ବର୍ଗ କିଲୋମିଟର ଭାରତୀୟ ଅଞ୍ଚଳକୁ ଚୀନ୍‌କୁ ହସ୍ତାନ୍ତର କରିଦେଇଛି।

୪-ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସିବେ କେନ୍ଦ୍ରୀୟ ଟିମ୍‌।

୫-ହସ୍ପିଟାଲ୍ ଅଗଣାରେ ମରିଗଲା ମାନବିକତା । ଚିକିତ୍ସା ବାଟ ଚାହିଁ ଚାହିଁ ଚାଲିଗଲା ଜୀବନ । ଢ଼େଙ୍କାନାଳରୁ ଆସିଲା ଚିକିତ୍ସା ଅବହେଳାର ହୃଦୟ ବିଦାରକ ଚିତ୍ର, ସ୍ତ୍ରୀର ଆଖି ଆଗରେ ସ୍ୱାମୀର ମୃତ୍ୟୁ।

୬-ସଂସଦରେ ଉଠିଲା ଭାରତ-ଚୀନ ବିବାଦ ପ୍ରସଙ୍ଗ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରଖିଲେ ବିବୃତି : କହିଲେ, ଲଦାଖରେ ଯବାନଙ୍କ ମନୋବଳ ବୃଦ୍ଧି କରାଯାଉଛି।

୭-୪ ବର୍ଷ ପରେ ଜେଲରୁ ମୁକୁଳି‌ବେ ଶଶିକଳା, ଜରିମାନା ନ ଭରିବାରୁ ଘୁଞ୍ଚିଲା ବର୍ଷ।

୮-ଜିଲ୍ଲାରେ ଚିକିତ୍ସିତ ହେବେ ଗୁରୁତର କରୋନା ରୋଗୀ, ଏଣିକି ଭର୍ଚୁଆଲ ଆଇସିୟୁ ସୁବିଧା।

୯-ଦେଶର ପ୍ରଥମ ୮ଟି ‘ଖେଲୋ ଇଣ୍ଡିଆ ଷ୍ଟେଟ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ’ ତାଲିକାରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍।

୧୦-ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ବିକାଶ ପାଇଁ ଖର୍ଚ୍ଚ ହେବ 12 କୋଟି ଟଙ୍କା: କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ।

୧୧-ସାଂସଦଙ୍କ କଟିବ ୩୦% ବେତନ, ଲୋକସଭାରେ ବିଲ୍ ପାରିତ।

୧୨-ହାର୍ଡ ଇମ୍ୟୁନିଟିରେ କରୋନା ମହାମାରୀ ସମାପ୍ତ ହେବ ନାହିଁ ,କରୋନା ଭ୍ୟାକସିନ ଉତ୍ପାଦନରେ ଭାରତର ସହଯୋଗ ଅତି ଆବଶ୍ୟକ: ବିଲ୍ ଗେଟ୍ସ ।

୧୩-ଅରୁଣାଚଳ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ।

୧୪-ବିହାରରେ ଆଉ ଏକ ଏମସ୍ ହସ୍ପିଟାଲ ନିର୍ମାଣ ପାଇଁ ମଞ୍ଜୁରି ଦେଲା ମୋଦୀ କ୍ୟାବିନେଟ।

୧୫-ମାସ୍କ ନପିନ୍ଧିଲେ ଖୋଳିବାକୁ ପଡିବ କରୋନା ମୃତକଙ୍କ ପାଇଁ କବର, ଅଜବ ନିୟମ ଜାରି କଲା ଇଣ୍ଡୋନେସିଆର ପୂର୍ବ ଜାଭାର ପ୍ରଶାସନ ।

୧୬-ବିଏମସି ଠାରୁ ୨କୋଟି କ୍ଷତିପୂରଣ ଦାବି କ​ଲେ କଙ୍ଗନା।

୧୭-ପ୍ରଶ୍ନୋତ୍ତର ବନ୍ଦକୁ କଂଗ୍ରେସର ବିରୋଧ ସର୍ବଦଳୀୟ ବୈଠକ ଡାକିବାକୁ ଦାବି।

୧୮-ଲକଡାଉନ୍‌ରେ କର୍ମଚାରୀଙ୍କୁ ଫାଇଦା ଦେବ ଟାଟା ଷ୍ଟିଲ, ୨୦୧୯-୨୦ ଆର୍ଥିକ ବର୍ଷରେ କର୍ମଚାରୀଙ୍କୁ ୨୩୫ କୋଟି ଟଙ୍କାର ବୋନସ୍ ଦେବ କମ୍ପାନୀ।

୧୯-ଓଡ଼ିଶାରେ କାମଧନ୍ଦା ନ ପାଇ ଗୁଜୁରାଟ ଫେରିଲେ ପ୍ରବାସୀ ଶ୍ରମିକ ଆସ୍କା ସୂତା କଳ ଓ ଟି ଏମ୍‌ ଖୋଲିବାକୁ ସମାଜବାଦୀ ପାର୍ଟିର ଦାବି।

୨୦-ଓଡ଼ିଶା ସମେତ ୨୩ଟି ରାଜ୍ୟରେ ୩୭ଟି ମେଗା ଫୁଡ଼ ପାର୍କ ପ୍ରତିଷ୍ଠାକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି ।

୨୧-ଏଣିକି ଭର୍ଚୁଆଲ ଆଇସିୟୁ ସୁବିଧା, ଜିଲ୍ଲାରେ ଚିକିତ୍ସିତ ହେବେ ଗୁରୁତର କରୋନା ରୋଗୀ ।

୨୨-ବିଜୁଳି ଓ ପାନୀୟ ଜଳଯୋଗାଣର ସ୍ଥାୟୀ ସମାଧାନ ନେଇ ବଲାଙ୍ଗୀର ରେ ରାଜପଥ କଲେ ଅବରୋଧ ।

୨୩-କୋଭିଡ୍‌ ମହାମାରୀ ପାଇଁ ସରକାରଙ୍କ ନିଷ୍ପତ୍ତି: କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ରିପୋର୍ଟ ଓ ସମ୍ପତ୍ତି ତାଲିକା ପ୍ରଦାନ ଅବଧି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ।

୨୪-ସୋଆ ପକ୍ଷରୁ ଖାଦ୍ୟ ଓ ଜୀବିକା ନିରାପତ୍ତା ଇ-ସମ୍ମିଳନୀ: ଦେଶରେ ଦୁଗ୍ଧ, ଅଣ୍ଡା ଉତ୍ପାଦନ ୬ ପ୍ରତିଶତ ବଢ଼ିଛି।

୨୫-ରାଜ୍ୟପାଳଙ୍କୁ ଭେଟିଲେ ପୂର୍ବତନ ନୌସେନା କର୍ମଚାରୀ; ଶିବସେନା ଆକ୍ରମଣ ବିରୋଧରେ ଅଭିଯୋଗ।

୨୬-ଦିଲ୍ଲୀ ପୁଲିସର ଷଡ୍‌ଯନ୍ତ୍ର ବିରୋଧରେ ସିପିଆଇର ପ୍ରତିବାଦ ।

୨୭-ପୂର୍ବତନ ଭାରତୀୟ କ୍ରିକେଟର ଏସ୍‌.ଆର ପାଟିଲଙ୍କ ପରଲୋକ।

୨୮-ଅଫିସ ଭାଙ୍ଗି ଥିବାରୁ ବିଏମ୍‌ସିକୁ ୨ କୋଟି ଟଙ୍କା କ୍ଷତିପୂରଣ ଦାବିକଲେ କଙ୍ଗନା, ବମ୍ବେ ହାଇକୋର୍ଟରେ କଲେ ଆବେଦନ ।

୨୯-କୁଳଭୂଷଣଙ୍କ ପାଇଁ ଅଧ୍ୟାଦେଶ ଅବଧି ଆଉ ୪ମାସ ଯାଏ ବୃଦ୍ଧି କଲା ପାକିସ୍ତାନ ।

୩୦-କଳିଙ୍ଗ ଷ୍ଟାଡିୟମ ବିକାଶ ପାଇଁ ଖର୍ଚ୍ଚ ହେବ ୧୨ କୋଟି : ୪ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ସୂଚନା।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୧୬/୯)