ଆଜି ସଂକ୍ଷେପରେ…(୧୨/୯)

୧- ୧୪ରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ବିଜେଡିର ହୁଇପ୍‌ ଜାରି ।

୨-ଓଡ଼ିଶା କଂଗ୍ରେସର ନୂତନ ପ୍ରଭାରୀ ଭାବେ ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଡକ୍ଟର ଏ ଚେଲ୍ଲାକୁମାରଙ୍କୁ ନିଯୁକ୍ତି ମିଳିଛି ।

୩-ଆଜିଠୁ ପୁଣି ଗଡ଼ିବ ସ୍ପେଶାଲ୍ ଟ୍ରେନ୍। ଖୋର୍ଦ୍ଧାରୁ ଗୁଜରାଟ୍ ଅଭିମୁଖେ ଯାତ୍ରା କରିବ ସ୍ପେଶାଲ ଏକ୍ସପ୍ରେସ୍ ।

୪- ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ଗଡ଼ିବ ୪ଟି ସ୍ପେଶାଲ୍‌ ଟ୍ରେନ୍‌,ପରୀକ୍ଷା ପାଇଁ ରବିବାର ବନ୍ଦ ରହିବ ଭୁବନେଶ୍ୱର ର ୟୁନିଟ୍‌-୧ ମାର୍କେଟ୍ ।

୫-ଆସନ୍ତା ସେପ୍ଟେମ୍ବର ୧୪ ତାରିଖରୁ ମାଟ୍ରିକ୍ ସପ୍ଲିମେଂଟାରୀ ପରୀକ୍ଷା ଆରମ୍ଭ ହେବ । ଏହାସହ ଓପନ୍ ସ୍କୁଲ ସପପ୍ଲିମେଂଟାରୀ ପରୀକ୍ଷା ମଧ୍ୟ ସେହି ଦିନ ଠାରୁ ଆରମ୍ଭ ହେବ ।

୬-ପ୍ରକାଶ ପାଇଲା ଜେଇଇ-ମେନ୍ସ ଫଳାଫଳ, ବାଜି ମାରିଲା ତେଲେଙ୍ଗାନା।ସୌରଭ ସୌମ୍ୟକାନ୍ତ ଓଡ଼ିଶା ଟପର୍‌।

୭-କଂଗ୍ରେସସର ବଡ ଧରଣର ଅଦଳ ବଦଳ : ଚେଲ୍ଲା କୁମାର ଓଡ଼ିଶା ପ୍ରଭାରୀ, ପଦ ହରାଇଲେ ଆଜାଦ, ଭୋରା, ଖଡ୍‌ଗେ,ଭକ୍ତ ଦାସଙ୍କୁ ମିଜୋରାମ୍‌, ମଣିପୁର ଦାୟିତ୍ବ ସିଡବ୍ଲ୍ୟୁସିରୁ ବାଦ୍‌ପଡ଼ିଲେ ରାମ ଖୁଣ୍ଟିଆ।

୮-ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା।

୯-ପରିମଳ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା ‘ଗରିମା’ ଯୋଜନା-୫୦ କୋଟିର କର୍ପସ ପାଣ୍ଠି। ଘର-ବାଇକ ପାଇଁ ୯୦ ପ୍ରତିଶତ ସହାୟତା, ପିଜି ଯାଏ ପିଲାଙ୍କୁ ମାଗଣା ଶିକ୍ଷା।

୧୦-କାର୍ତ୍ତିକ ମାସ ପାଇଁ କରୋନା କଟକଣା: ପୁରୀଙ୍କୁ ହବିଷ୍ୟାଳୀଙ୍କ ଆସିବା ଉପରେ ଲାଗିଲା ରୋକ୍; ପ୍ରଶାସନ କହିଲା, ହବିଷ୍ୟାଳୀଙ୍କୁ ରଖିବା ପାଇଁ କରାଯାଇନାହିଁ ଶିବିର ଆୟୋଜନ, ଆରମ୍ଭ ହୋଇନି ପଂଜୀକରଣ।

୧୧-ଚୀନକୁ ମାତ୍ ଦେବାକୁ ଭାରତର ମୋର୍ଚ୍ଚାବନ୍ଦୀ: ସ୍ପଷ୍ଟ ଶବ୍ଦରେ ଶୁଣାଇଲେ ଏସ ଜୟଶଙ୍କର, କହିଲେ- ଚଳିବନି ଆଉ ଡ୍ରାଗନର ଚାଲବାଜି।

୧୨-ସୋମବାର ସଂସଦର ମୌସୁମୀ ଅଧିବେଶନ, ଉପସ୍ଥାପିତ ହେବ ୨୩ ନୂଆ ବିଧେୟକ।

୧୩-ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ରେ ବିହାରରେ ନିର୍ମିତ ୩ଟି ପେଟ୍ରୋଲିୟମ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ। 

୧୪-କରୋନା ରୋକିବାକୁ ଭୁବନେଶ୍ଵରରେ ଆରମ୍ଭ ହେଲା ମେଗା ହେଲ୍‌ଥ ସ୍କ୍ରିନିଙ୍ଗ, ଡୋର ଟୁ ଡୋର ବୁଲି କରାଯାଉଛି ଯାଞ୍ଚ।

୧୫-ହାଇକୋର୍ଟରେ ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଶୁଣାଣି: ମାସେ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ; ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟ ଯାଇଥିଲେ ଆଦିତ୍ୟଙ୍କ ପତ୍ନୀ।

୧୬-ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନେଇ ସୁପ୍ରିମକୋର୍ଟରେ ମାମଲା: ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ।

୧୭-୬ ମାସର ବିରତି ପରେ ଆଜିଠୁ ପୁଣି ଗଡ଼ିବ ସ୍ପେଶାଲ ଟ୍ରେନ୍ । ଆଜିଠାରୁ ଓଡ଼ିଶାରୁ ଗୁଜରାଟକୁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ।

୧୮-ପ୍ରତିରକ୍ଷା କମିଟି ବୈଠକରେ ସାମିଲ ହେଲେ ରାହୁଲ, ଯବାନ ଓ ଅଧିକାରୀଙ୍କ ମଧ୍ୟରେ ଥିବା ଖାଦ୍ୟ ଅନ୍ତର ଉପରେ ଉଠାଇଲେ ପ୍ରଶ୍ନ ।

୧୯-ଚୀନ ସେନା ଦ୍ବାରା ଗତ ଶୁକ୍ରବାର ଅପହୃତ ଅରୁଣାଚଳ ପ୍ରଦେଶର ୫ ଯୁବକ ଆଜି ଭାରତ ଫେରିବା ସମ୍ଭାବନା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ।

୨୦-ମାଲକାନଗିରି : ମାଓବାଦୀଙ୍କ ବର୍ବର କାଣ୍ଡ, ରେଞ୍ଜରଙ୍କ ଗଳାକାଟି ହତ୍ୟା ।

୨୧-ପ୍ରକାଶ ପାଇଲା ଜେଇଇ-ମେନ୍ସ ଫଳାଫଳ, ବାଜି ମାରିଲା ତେଲେଙ୍ଗାନା।ସୌରଭ ସୌମ୍ୟକାନ୍ତ ଓଡ଼ିଶା ଟପର୍‌।

୨୨-କଂଗ୍ରେସସର ବଡ ଧରଣର ଅଦଳ ବଦଳ : ଚେଲ୍ଲା କୁମାର ଓଡ଼ିଶା ପ୍ରଭାରୀ, ପଦ ହରାଇଲେ ଆଜାଦ, ଭୋରା, ଖଡ୍‌ଗେ ଭକ୍ତ ଦାସଙ୍କୁ ମିଜୋରାମ୍‌, ମଣିପୁର ଦାୟିତ୍ବ ସିଡବ୍ଲ୍ୟୁସିରୁ ବାଦ୍‌ପଡ଼ିଲେ ରାମ ଖୁଣ୍ଟିଆ।

୨୩-ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା।

୨୪-ପରିମଳ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା ‘ଗରିମା’ ଯୋଜନା, ଘର-ବାଇକ ପାଇଁ ୯୦ ପ୍ରତିଶତ ସହାୟତା, ପିଜି ଯାଏ ପିଲାଙ୍କୁ ମାଗଣା ଶିକ୍ଷା।

୨୫-୧୪ରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ବିଜେଡିର ହୁଇପ୍‌ ଜାରି।

୨୬-କାର୍ତ୍ତିକ ମାସ ପାଇଁ କରୋନା କଟକଣା: ପୁରୀଙ୍କୁ ହବିଷ୍ୟାଳୀଙ୍କ ଆସିବା ଉପରେ ଲାଗିଲା ରୋକ୍; ପ୍ରଶାସନ କହିଲା, ହବିଷ୍ୟାଳୀଙ୍କୁ ରଖିବା ପାଇଁ କରାଯାଇନାହିଁ ଶିବିର ଆୟୋଜନ, ଆରମ୍ଭ ହୋଇନି ପଂଜୀକରଣ।

୨୭-ଚୀନକୁ ମାତ୍ ଦେବାକୁ ଭାରତର ମୋର୍ଚ୍ଚାବନ୍ଦୀ: ସ୍ପଷ୍ଟ ଶବ୍ଦରେ ଶୁଣାଇଲେ ଏସ ଜୟଶଙ୍କର, କହିଲେ- ଚଳିବନି ଆଉ ଡ୍ରାଗନର ଚାଲବାଜି।

୨୮-ସୋମବାର ସଂସଦର ମୌସୁମୀ ଅଧିବେଶନ, ଉପସ୍ଥାପିତ ହେବ ୨୩ ନୂଆ ବିଧେୟକ।

୨୯-ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ରେ ବିହାରରେ ନିର୍ମିତ ୩ଟି ପେଟ୍ରୋଲିୟମ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ। 

୩୦–ଅକ୍ପିଜେନ୍ ସପ୍ଲାଏ ଉପରେ କଟକଣା ନ ଲଗାଇବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ନିର୍ଦେଶ।

୩୧-ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହେବ ହାଇସ୍କୁଲ ସାର୍ଟିଫିକେଟ ଏବଂ ଓପନ ସ୍କୁଲ ସାର୍ଟିଫିକେଟ ସପ୍ଲିମେଂଟାରୀ ପରିକ୍ଷା ।

୩୨-ବାହୁବଳୀଙ୍କ ପ୍ରକୃତି ପ୍ରେମ – ୧,୬୫୦ ଏକର ଜଙ୍ଗଲ ଜମିକୁ ପୋଷ୍ୟ ଭାବେ ଗ୍ରହଣ କଲେ ସାଉଥ ସୁପର ଷ୍ଟାର ପ୍ରଭାସ।

୩୩-କରୋନା ରୋକିବାକୁ ଭୁବନେଶ୍ଵରରେ ଆରମ୍ଭ ହେଲା ମେଗା ହେଲ୍‌ଥ ସ୍କ୍ରିନିଙ୍ଗ, ଡୋର ଟୁ ଡୋର ବୁଲି କରାଯାଉଛି ଯାଞ୍ଚ।

୩୪-ହାଇକୋର୍ଟରେ ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଶୁଣାଣି: ମାସେ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ; ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟ ଯାଇଥିଲେ ଆଦିତ୍ୟଙ୍କ ପତ୍ନୀ।

୩୫-ମହାଳୟାରେ ସମଲେଶ୍ୱରୀଙ୍କ ଦର୍ଶନ ମନା, ଡିଜିଟାଲ ପ୍ଲାଟଫର୍ମରେ ଘରେ ବସି ଦେବୀଙ୍କ ଆଶୀର୍ବାଦ ନେଇପାରିବେ ଶ୍ରଦ୍ଧାଳୁ।

୩୬-ଅଗଷ୍ଟା ୱେଷ୍ଟ୍‌ଲାଣ୍ଡ୍ ସ୍କାମ୍: ପୂର୍ବତନ ସିଏଜି ଶଶୀକାନ୍ତ ଶର୍ମା ଓ ବାୟୁସେନାର ଚାରି ଅଧିକାରୀଙ୍କ ବିରୋଧରେ ‘ପ୍ରୋଜେକ୍ୟୁସନ୍ ସାଙ୍କ୍‌ସନ୍’ ଲୋଡ଼ିଲା ସିବିଆଇ।

୩୭-୧୪ ଟି ରାଜ୍ୟକୁ ୬,୧୯୫ କୋଟି ଟଙ୍କା ପ୍ରଦାନ କଲା କେନ୍ଦ୍ର।

୩୮-ଚୀନ ସେନା ଦ୍ବାରା ଗତ ଶୁକ୍ରବାର ଅପହୃତ ଅରୁଣାଚଳ ପ୍ରଦେଶର ୫ ଯୁବକ ଆଜି (ଶନିବାର) ଭାରତ ଫେରିବା ସମ୍ଭାବନା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୧୨/୯)