ଆଜି ସଂକ୍ଷେପରେ…(୧୨/୭)

୧-ବୈଷୟିକ ପାଠ୍ୟକ୍ରମର ଶିକ୍ଷା ବର୍ଷ ବଦଳିଲା,‌ଅକ୍ଟୋବର 15ରୁ ପାଠପଢ଼ା।

୨-ଯଥାର୍ଥ ଶିକ୍ଷା ଓ ଦକ୍ଷତା ରହିଥିବା ସୁସ୍ଥ ଜନସଂଖ୍ୟା ଗୋଟିଏ ସମୃଦ୍ଧ ଜାତିର ଉତ୍‌ପ୍ରେରକ: ମୁଖ୍ୟମନ୍ତ୍ରୀ

୩-କରୋନା ଚିକିତ୍ସା ପାଇଁ ଓଡ଼ିଶାର SCBରେ ପ୍ଲାଜ୍‌ମା ଥେରାପି ଚିିକିତ୍ସା ଆରମ୍ଭ।

୪-କରୋନାରୁ ସୁସ୍ଥ ହେଲେ ବିଧାୟକ ପ୍ରଶାନ୍ତ ବେହେରା, ରିପୋର୍ଟ ଆସିଲା ନେଗେଟିଭ।

୫-ଭୁବନେଶ୍ୱର: ରାସନ୍ ଯୋଗାଣରେ ବାୟୋମେଟ୍ରିକୁ ବିରୋଧ, ହିତାଧିକାରୀ କଲବଲ,ଡିଲର ଅମଙ୍ଗ।

୬-ଭୁବନେଶ୍ବରରେ ସେରୋଲଜିକାଲ୍ ସର୍ଭେ ଆରମ୍ଭ, ୨ଟି ପର୍ଯ୍ୟାୟରେ ହେବ ସର୍ଭେ।

୭-ପୁରୀ:250 ସେବାୟତଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ। ଜୁଲାଇ ଓ ଅଗଷ୍ଟ ରେ ମିଳିବ 5 ହଜାର ଆର୍ଥିକ ସହାୟତା।‌

୮-ସୋର:ଫେସ୍‌ବୁକ୍‌ରେ ଲାଇଭ ସୁଇସାଇଡ୍, ବେକରେ ଦଉଡି ଦେଇ ଆତ୍ମହତ୍ୟା କଲେ ଯୁବକ।

୯-ହାର୍ଦ୍ଦିକ ପଟେଲ ଗୁଜରାଟ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି।

୧୦-ଏୟାର ଇଣ୍ଡିଆର ୨ଶହ କ୍ୟାବିନ କର୍ମଚାରୀ ବରଖାସ୍ତ, ସୂତାଖିଅରେ ୫୦ ପାଇଲଟଙ୍କ ଭାଗ୍ୟ।

୧୧-କରୋନା କବଳରେ ବଚ୍ଚନ ପରିବାର : ବିଗ୍ ବିଙ୍କ ପରେ ପୁଅ ଅଭିଷେକ ସଂକ୍ରମିତ।

୧୨-ଲସଏଞ୍ଜଲେସ୍:କାୟା ମେଲାଉଛି କରୋନା,ସଂକ୍ରମଣ ଭୟରେ ଜେଲ୍‌ରୁ ମୁକ୍ତ ହେବେ ୮୦୦୦ କଏଦୀ।

୧୩-କରୋନା କବଳରେ ବଚ୍ଚନ ପରିବାର : ସୁପର୍ ଷ୍ଟାର ଅମିତାବ ବଚ୍ଚନ “ବିଗ୍ ବି”ଙ୍କ ସମେତ ପୁଅ ଅଭିଷେକ ସଂକ୍ରମିତ,ମୁମ୍ବାଇ ର ନାନାବତୀ ହସ୍ପିଟାଲରେ ଭର୍ତି ।*

୧୪-କରୋନା ମୁକାବିଲା: ବିଭିନ୍ନ କୋଭିଡ୍ ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି, ସମ୍‌ରେ ବଢିଲା ୮୦୦ ବେଡ୍ ।*

୧୫-ASIକୁ ରିପୋର୍ଟ ମାଗିଲା ଶ୍ରୀମନ୍ଦିର ପ୍ରଶାସନ,ଶ୍ରୀମନ୍ଦିର ଗର୍ଭଗୃହରେ ରତ୍ନସିଂହାସନରୁ ପଦ୍ମପାଖୁଡ଼ା ଗାଏବ ଘଟଣା ।*

୧୬-କୋଭିଡ୍ କେୟାର୍ ଗାଡିରେ ମାତାଲ୍ ଡ୍ରାଇଭର, ଭାରସାମ୍ୟ ହରାଇ ଗଛକୁ ପିଟିଲା ଭ୍ୟାନ ।ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କୋଦଳା ଅଂଚଳର ଘଟଣା ।*

୧୭-ରାଜ୍ୟର ପ୍ରଥମ ସାମ୍ବାଦିକ କରୋନା ଯୋଦ୍ଧାଙ୍କ ପରଲୋକ,ମୃତକ ବ୍ୟକ୍ତି ହେଉଛନ୍ତି ଦୈନିକ ଖବର କାଗଜ ସମାଜ ହିଂଜିଳି ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ।*

୧୮-‘୧୦୦ ବର୍ଷରେ ସବୁଠୁ ଖରାପ ସ୍ଥିତିରେ ଦେଶର ଅର୍ଥନୀତି’, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସୂଚନା ।*

୧୯-ଭୂ-ବୈଜ୍ଞାନିକଙ୍କ ଚେତାବନୀ, ପାଖେଇ ଆସୁଛି ବିଶାଳ ହିମାଳୟ ଭୂମିକମ୍ପ ସମୟ ।*

୨୦-କେଜ୍ରିୱାଲ : DU ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କ ଶେଷ ବର୍ଷ ପରୀକ୍ଷା ବାତିଲ ଲାଗି ପ୍ରଧାନମନ୍ତ୍ରୀଙ୍କୁ ପତ୍ର ।*

୨୧-ଗିନିଜ୍ ଅଫ ଓ୍ଵାର୍ଲ୍ଡ ରେକର୍ଡରେ ଭାରତର ବାଘ ଗଣନା ସର୍ଭେ, ୪ ବର୍ଷ ପୂର୍ବରୁ ଟାର୍ଗେଟ୍ ପୂରା,କ୍ୟାମେରା ମାଧ୍ୟମରେ ବିଶ୍ଵର ସର୍ବବୃହତ୍ତ ବନ୍ୟପ୍ରାଣୀ ସର୍ଭେ ।*

୨୨-AIR INDIA ର ୨ଶହ କ୍ୟାବିନ କର୍ମଚାରୀ ବରଖାସ୍ତ, ସୂତାଖିଅରେ ୫୦ ପାଇଲଟଙ୍କ ଭାଗ୍ୟ ।*

୨୩-ବାହାରିନ୍‌ରୁ ଫେରିଲେ ୧୫୧ ପ୍ରଭାସୀ ଓଡ଼ିଆ,ଏୟାର ଇଣ୍ଡିଆର AI-940 ବିମାନ ଯୋଗେ ।ପୂର୍ବରୁ ଜୁନ ୨୦ ରେ ୧୪୨ ଜଣ ଫେରିଥିଲେ ।*

୨୪-ପୂର୍ବତନ ଇଂଲଣ୍ଡ ଫୁଟବଲର୍‌ ଜ୍ୟାକ୍ ଚାଲର୍ଟନଙ୍କ ପରଲୋକ,ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା ।*

୨୫-କାୟା ମେଲାଉଛି କରୋନା: ସଂକ୍ରମଣ ଭୟରେ ଜେଲ୍‌ରୁ ମୁକ୍ତ ହେବେ ୮୦୦୦ କଏଦୀ ।ଆମେରିକାର କାର୍ଲିଫର୍ଣ୍ଣିଆ ରାଜ୍ୟରେ ୮୦୦୦ କଏଦୀଙ୍କୁ ଜେଲ୍‌ରୁ ମୁକ୍ତ କରାଯିବାକୁ ନିଷ୍ପତ୍ତି ।*

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୧୨/୭)