(୨୨/୭) ରାଉରକେଲା ପୋଲିସ୍ର ପିସିଆର ମୋବାଇଲ ପାର୍ଟି ବ୍ରାହ୍ମଣୀତରଙ୍ଗ ଥାନା ଅଂଚଳରୁ ଦୁଇ ଜଣ ନାବାଳକଙ୍କୁ ଉଦ୍ଧାର କରିଥିବା ଜଣା ପଡ଼ିଛି । ସେମାନଙ୍କୁ ଉଦ୍ଧାର କରିବା ପରେ ବିଶ୍ରାସ୍ଥିତ ‘ଦିଶା’ ଚାଇଲ୍ଡ ଲାଇନକୁ ପଠାଇ ଦିଆଯାଇଥିବା ସ୍ଥାନୀୟ ଆରକ୍ଷୀ ଅଧିକ୍ଷକ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ଉଦ୍ଧାର ହୋଇଥିବା ଏ ଦୁଇ ନାବାଳକ ଆଗ୍ରାର ବୋଲି ଜଣାପଡ଼ିଛି ।
ଆଗ୍ରାର ଦୁଇ ନାବାଳକ ରାଉରକେଲା ପୋଲିସ ଦ୍ୱାରା୍ ଉଦ୍ଧାର
