(୨୧/୮) କିଛିଦିନ ତଳେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର ସାଲେଭଟା ପଂଚାୟତର ସରପଂଚ ମିଳିଥିବା ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣଧିନ ଥିବା କେତେକ ଆଦିବାସୀ ସମ୍ପ୍ରଦାୟର ଘରକୁ ଜେସିପି ମେସିନ୍ ଲଗାଇ ଭାଙ୍ଗି ଦେବା ପରେ ସଂପୃକ୍ତ ସରପଂଚ ଓ ତାଙ୍କ ସ୍ୱାମୀଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଥିବାବେଳେ ସେମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେବାକୁ ସେମାନେ ଦାବୀ କରିଥିଲେ । ତେବେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ସେହିି ପରିବାରମାନଙ୍କୁ ହରିଜନ ଓ ଆଦିବାସୀ ନିର୍ଯ୍ୟାତନା ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ସାହାଯ୍ୟ ଯୋଗାଇ ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସରପଂଚଙ୍କଦ୍ୱାରା ଘର ଭଙ୍ଗା ଘଟଣା : ଜିଲ୍ଲା ପ୍ରଶାସନ ଦେଲା କ୍ଷତିପୂରଣ
