ଓଡ଼ିଶା ଓ ପଶ୍ଚିମବଙ୍ଗକୁ ଅନୁଦାନ

ଅମ୍ଫାନର କ୍ଷୟକ୍ଷତି ପାଇଁ ଓଡ଼ିଶାକୁ ପାଂଚଶହ କୋଟି ଓ ପଶ୍ଚିମବଙ୍ଗକୁ ହଜାରେ କୋଟି ଅନୁଦାନ


ଆଜି ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ଅମ୍ଫାନ କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିଥିଲେ । ପଶ୍ଚିମବଙ୍ଗରେ କ୍ଷୟକ୍ଷତିର ମାତ୍ରା ଅଧିକ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବୀ କରିଥିଲେ ବି ପ୍ରଧାନମନ୍ତ୍ରୀ ଉଭୟ ରାଜ୍ୟ ପାଇଁ ଅନୁଦାନ ଘୋଷଣା କରିଛନ୍ତି । ଓଡ଼ିଶା ପାଇଁ ପାଂଚ ଶହ କୋଟି ଘୋଷଣା କରିଥିବାବେଳେ ପଶ୍ଚିମବଙ୍ଗ ପାଇଁ ହଜାରେ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଓଡ଼ିଶା ଓ ପଶ୍ଚିମବଙ୍ଗକୁ ଅନୁଦାନ