(୧୨/୮) ଓଡ଼ିଶା ସରକାର ଦିନକୁ ୧ ଲକ୍ଷ କରୋନା ପରୀକ୍ଷା କରାଯିବାକୁ ଯୋଜନା କରିଥିବା ‘ଇନ୍ଷ୍ଟିଚ୍ୟୁଟ୍ ଅଫ ଲାଇଫ୍ ସାଇନ୍ସେସ୍ର’ ର ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା କହିଛନ୍ତି । ରାଜ୍ୟରେ ଟେଷ୍ଟିଂ କିଟ୍ର ଅଭାବ ନାହିଁ, ଅନେକ କମ୍ପାନୀ ବର୍ତ୍ତମାନ ଟେଷ୍ଟିଂ କିଟ୍ ଉତ୍ପାଦନ କଲେଣି ଓ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ମୁୂ୍ୟନିସିପାଲିଟିମାନଙ୍କୁ ପଠାଇ ଦିଆଯାଇଛି ବୋଲି ସେ କହିଛନ୍ତି ।
ଓଡ଼ିଶାରେ ଦିନକୁ ୧ ଲକ୍ଷ କରୋନା ପରୀକ୍ଷା କରାଯିବାକୁ ଯୋଜନା
