ଓଡ଼ିଶାରେ ଦିନକୁ ୧ ଲକ୍ଷ କରୋନା ପରୀକ୍ଷା କରାଯିବାକୁ ଯୋଜନା


(୧୨/୮) ଓଡ଼ିଶା ସରକାର ଦିନକୁ ୧ ଲକ୍ଷ କରୋନା ପରୀକ୍ଷା କରାଯିବାକୁ ଯୋଜନା କରିଥିବା ‘ଇନ୍‌ଷ୍ଟିଚ୍ୟୁଟ୍ ଅଫ ଲାଇଫ୍ ସାଇନ୍ସେସ୍‌ର’ ର ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା କହିଛନ୍ତି । ରାଜ୍ୟରେ ଟେଷ୍ଟିଂ କିଟ୍‌ର ଅଭାବ ନାହିଁ, ଅନେକ କମ୍ପାନୀ ବର୍ତ୍ତମାନ ଟେଷ୍ଟିଂ କିଟ୍ ଉତ୍ପାଦନ କଲେଣି ଓ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ମୁୂ୍ୟନିସିପାଲିଟିମାନଙ୍କୁ ପଠାଇ ଦିଆଯାଇଛି ବୋଲି ସେ କହିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
ଓଡ଼ିଶାରେ ଦିନକୁ ୧ ଲକ୍ଷ କରୋନା ପରୀକ୍ଷା କରାଯିବାକୁ ଯୋଜନା