(୦୪/୯) ମହାମାରୀ କରୋନା ସଙ୍କଟ ଭିତରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦକ୍ଷ ଶିଳ୍ପନୀତି ଦ୍ୱାରା ନିବେଶକଙ୍କ ପାଇଁ ଅନୁକୁଳ ବାତାବରଣ ସୃଷ୍ଟି ଯୋଗୁଁ ରାଜ୍ୟ ଅର୍ଥନୀତ ସକାରାତ୍ମକ ରହିଛି । ଚଳିତ ଆର୍ଥିକ ବର୍ଷରେ ପ୍ରଥମ ୫ ମାସରେ ରାଜ୍ୟରେ ପୁଞ୍ଜିନିବେଶ ୭୮୫% କୁ ବୃଦ୍ଧି ପାଇଥିବା ସରକାର ସୂଚନା ଦେଇଛନ୍ତି । ଓଡ଼ିଶା ସରକାରଙ୍କ ପାଖକୁ ଆସିଥିବା ୧୭,୫୧୪ କୋଟି ଟଙ୍କାର ୯୯ ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହାଦ୍ୱାରା ରାଜ୍ୟରେ ୧୩,୦୦୦ ଜଣ ନିଯୁକ୍ତି ସୁଯୋଗ ପାଇପାରିବେ ବୋଲି ସରକାର କହିଛନ୍ତି ।
୧୩,୦୦୦ ଜଣଙ୍କୁ ରୋଜଗାର ଯୋଗାଇବାକୁ ସରକାର ୧୭,୫୧୪ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁର କଲେ !
