ରାଜ୍ୟରେ କରୋନା ମାମଲା ୯୪ ଓ ଦେଶରେ ଏହା ୨୩୪୫୨ କୁ ବୃଦ୍ଧି


ସଦ୍ୟ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ କରୋନା ମାମଲା ୯୪ କୁ ବୃଦ୍ଧି ପାଇଛି ଓ ଦେଶରେ ଏହା ୨୩୪୫୨ ରେ ପହଂଚିଛି । ଦେଶରେ କରୋନା ଜନତି ମୃତ୍ୟୁ ସଂଖ୍ୟା ୭୨୩ ରେ ହୋଇଥିବାବେଳେ ଆମେରିକାରେ ଏହା ୪୯୮୪୫ ରେ ପହଂଚିଲାଣି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜ୍ୟରେ କରୋନା ମାମଲା ୯୪ ଓ ଦେଶରେ ଏହା ୨୩୪୫୨ କୁ ବୃଦ୍ଧି