ସଦ୍ୟ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୮୯ ରେ ପହଞ୍ଚିଛି ଓ ଦେଶରେ ଏହି ସଂଖ୍ୟା ସର୍ବମୋଟ୍ ୨୩୦୩୯ କୁ ପହଞ୍ଚିଛି ଓ ଦେଶରେ ୭୨୧ ଜଣ ମୃତ୍ୟୁ ବରଣ କଲେଣି । ସେହିପରି ଆମେରିକାରେ ଆକ୍ରାନ୍ତଙ୍କ ସର୍ବମୋଟ୍ ସଂଖ୍ୟା ୮ ଲକ୍ଷ ୭୬୧୫୬ ରେ ପହଞ୍ଚିଛି ଓ ମୃତକଙ୍କ ସଂଖ୍ୟା ୪୯୬୪୮ ରେ ପହଞ୍ଚିଛି ।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୩୯ କୁ ଛୁଇଁଲା
