ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୩୯ କୁ ଛୁଇଁଲା

ସଦ୍ୟ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୮୯ ରେ ପହଞ୍ଚିଛି  ଓ ଦେଶରେ ଏହି  ସଂଖ୍ୟା ସର୍ବମୋଟ୍ ୨୩୦୩୯ କୁ ପହଞ୍ଚିଛି ଓ ଦେଶରେ ୭୨୧ ଜଣ ମୃତ୍ୟୁ ବରଣ କଲେଣି । ସେହିପରି ଆମେରିକାରେ ଆକ୍ରାନ୍ତଙ୍କ ସର୍ବମୋଟ୍ ସଂଖ୍ୟା ୮ ଲକ୍ଷ ୭୬୧୫୬ ରେ ପହଞ୍ଚିଛି ଓ ମୃତକଙ୍କ ସଂଖ୍ୟା ୪୯୬୪୮ ରେ ପହଞ୍ଚିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୩୯ କୁ ଛୁଇଁଲା