(୦୫/୮) ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ପୋଲିସ ରାଧେଶ୍ୟାମ ନାମଦେଓ ଓରଫ୍ ରାଧେ(୩୦) ପିତା ଅମରନାଥ ନାମଦେଓକୁ ଝୁପୁଡ଼ିପଡ଼ାଠାରୁ ଗିରଫ କରିବାରେ ସକ୍ଷମ ହୋଇଛି । ରାଧେଶ୍ୟାମ ନାମରେ ପୂର୍ବରୁ ୨୫ ଟି ମାମଲା ଥିବା ପୋଲିସ ପକ୍ଷରୁ କୁହାଯାଇଛି ।
୨୫ ଟି ମାମଲାର ଅଭିଯୁକ୍ତକୁ ଝାରସୁଗୁଡ଼ା ପୋଲିସ୍ ଗିରଫ କଲା
