୨୫ ଟି ମାମଲାର ଅଭିଯୁକ୍ତକୁ ଝାରସୁଗୁଡ଼ା ପୋଲିସ୍ ଗିରଫ କଲା

(୦୫/୮) ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ପୋଲିସ ରାଧେଶ୍ୟାମ ନାମଦେଓ ଓରଫ୍ ରାଧେ(୩୦) ପିତା ଅମରନାଥ ନାମଦେଓକୁ ଝୁପୁଡ଼ିପଡ଼ାଠାରୁ ଗିରଫ କରିବାରେ ସକ୍ଷମ ହୋଇଛି । ରାଧେଶ୍ୟାମ ନାମରେ ପୂର୍ବରୁ ୨୫ ଟି ମାମଲା ଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
୨୫ ଟି ମାମଲାର ଅଭିଯୁକ୍ତକୁ ଝାରସୁଗୁଡ଼ା ପୋଲିସ୍ ଗିରଫ କଲା