ଇସ୍ରାୟେଲକୁ କରୋନା ରୋଗର ଚିକିତ୍ସା କରିବାରେ ନୂତନ ସଫଳତା


ଇସ୍ରାୟେଲ ଦେଶର ମୁଖ୍ୟ ପରୀକ୍ଷାଗାରରେ କରୋନା ଭୂତାଣୁକୁ ଶରୀରରୁ ପୃଥକ କରାଯାଇ ପାରିଛି । ଫଳରେ ମହାମାରୀ କରୋନା ରୋଗର ଚିକିତ୍ସା କରିବା ଆଉ ବିଶେଷ ଅସମ୍ଭବ ହେବ ନାହିଁ ବୋଲି ସେଠିକାର ସୁରକ୍ଷା ମନ୍ତ୍ରୀ ନପ୍ତାଲି ବେନେଟ୍ ସୋମବାର ପ୍ରକାଶ କରିଛନ୍ତି । ‘ଇସ୍ରାୟେଲ ଇଣ୍ଟିଚ୍ୟୁଟ ଫର ବାଓଲୋଜିକାଲ ରିସର୍ଚ୍ଚ’ ପକ୍ଷରୁ କରୋନା ରୋଗର ଚିକିତ୍ସା ତଥା ଟୀକା ପ୍ରସ୍ତୁତି ଓ ଏହି ରୋଗରୁ ସୁସ୍ଥ ହେଉଥିବା ଲୋକଙ୍କ ରକ୍ତ ପରୀକ୍ଷା କ୍ଷେତ୍ରରେ ସଫଳତା ପାଇଁ କାର୍ଯ୍ୟ କରୁଛି । କରୋନା ଭୂତାଣୁକୁ ଏକକ କୋଷରୁ ପୃଥକ କରାଯାଇ ପାରିଥିବା ସେଠିକାର ସମ୍ବାଦପତ୍ର ‘ରିଓଟର୍ସ’ ରେ ପ୍ରକାଶ ପାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଇସ୍ରାୟେଲକୁ କରୋନା ରୋଗର ଚିକିତ୍ସା କରିବାରେ ନୂତନ ସଫଳତା