ସୈନିକଙ୍କୁ ୮୯ ଟି ଆପ୍ ବ୍ୟବହାର ନ କରିବାକୁ କଟକଣା ଜାରି କଲା ଭାରତୀୟ ସେନା


(୦୯/୭) ପୂର୍ବରୁ ଟିକଟକ୍ ଭଳି ଅନ୍ୟ ୫୯ ଟି ମୋବାଇଲ ଆପର ବ୍ୟବହାରକୁ ଭାରତ ସରକାର କଟକଣା କରିଥିବାବେଳେ ବର୍ତ୍ତମାନ ୮୯ ଟି ମୋବାଇଲ ଆପ୍‌କୁ ଭାରତୀୟ ସେନା ନିଜ ସୈନିକ ମାନଙ୍କୁ ବ୍ୟବହାର କରିବାକୁ କଟକଣା କରିଛି । ଏହି ୮୯ ଟି ମୋବାଇଲ ଆପରେ ପୂର୍ବରୁ ୫୯ ଟି ମୋବାଇଲ ଆପ୍ ସମେତ ଫେସବୁକ, ଇନଷ୍ଟାଗ୍ରାମ, ସ୍ନାପଚାଟ୍‌, ପବ୍‌ଜୀ ଓ ଟୃ କଲର୍ ମଧ୍ୟ ରହିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
ସୈନିକଙ୍କୁ ୮୯ ଟି ଆପ୍ ବ୍ୟବହାର ନ କରିବାକୁ କଟକଣା ଜାରି କଲା ଭାରତୀୟ ସେନା