(୦୯/୭) ପୂର୍ବରୁ ଟିକଟକ୍ ଭଳି ଅନ୍ୟ ୫୯ ଟି ମୋବାଇଲ ଆପର ବ୍ୟବହାରକୁ ଭାରତ ସରକାର କଟକଣା କରିଥିବାବେଳେ ବର୍ତ୍ତମାନ ୮୯ ଟି ମୋବାଇଲ ଆପ୍କୁ ଭାରତୀୟ ସେନା ନିଜ ସୈନିକ ମାନଙ୍କୁ ବ୍ୟବହାର କରିବାକୁ କଟକଣା କରିଛି । ଏହି ୮୯ ଟି ମୋବାଇଲ ଆପରେ ପୂର୍ବରୁ ୫୯ ଟି ମୋବାଇଲ ଆପ୍ ସମେତ ଫେସବୁକ, ଇନଷ୍ଟାଗ୍ରାମ, ସ୍ନାପଚାଟ୍, ପବ୍ଜୀ ଓ ଟୃ କଲର୍ ମଧ୍ୟ ରହିଛି ।
ସୈନିକଙ୍କୁ ୮୯ ଟି ଆପ୍ ବ୍ୟବହାର ନ କରିବାକୁ କଟକଣା ଜାରି କଲା ଭାରତୀୟ ସେନା
