ଗତକାଲି ଲୋଇସିଂହା ଥାନା ପକ୍ଷରୁ ଚଢ଼ଉ କରାଯାଇ ବିପୁଳ ମାତ୍ରାରେ ବିଦେଶୀ ମଦ ଜବତ ହୋଇଥିବା ଜାଣିବାକୁ ମିଳିଛି । ପୋଲିସ୍ କଣ୍ଠିପାଲି ଛକରେ ଥିବା ବେହେରା ଢାବାରେ ଚଢ଼ଉ କରି ୩୦ କାର୍ଟୁନ୍ କେନ୍ ବିଅର୍, ୧୧ କାର୍ଟୁନ୍ ୬୫୦ ମି.ଲି ଆକାରର ବିଅର ଓ ୨ କାର୍ଟୁନ ହେମନ୍ ୯୦୦୦ ବିଅର ଜବତ କରିବା ସହ ଘଟଣାରେ ସଂପୃକ୍ତ ନଅଗାଁ(କ) ଗ୍ରାମର ମାନୁ ବେହେରା ଓରଫ୍ ପାନୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ସୂତ୍ରରୁ ପ୍ରକାଶ ।
ଲୋଇସିଂହା ଥାନା ପକ୍ଷରୁ ଚଢ଼ଉ କରି ବିପୁଳ ମାତ୍ରାରେ ବିଦେଶୀ ମଦ ଜବତ
