ଲୋଇସିଂହା ଥାନା ପକ୍ଷରୁ ଚଢ଼ଉ କରି ବିପୁଳ ମାତ୍ରାରେ ବିଦେଶୀ ମଦ ଜବତ


ଗତକାଲି ଲୋଇସିଂହା ଥାନା ପକ୍ଷରୁ ଚଢ଼ଉ କରାଯାଇ ବିପୁଳ ମାତ୍ରାରେ ବିଦେଶୀ ମଦ ଜବତ ହୋଇଥିବା ଜାଣିବାକୁ ମିଳିଛି । ପୋଲିସ୍ କଣ୍ଠିପାଲି ଛକରେ ଥିବା ବେହେରା ଢାବାରେ ଚଢ଼ଉ କରି ୩୦ କାର୍ଟୁନ୍ କେନ୍ ବିଅର୍‌, ୧୧ କାର୍ଟୁନ୍ ୬୫୦ ମି.ଲି ଆକାରର ବିଅର ଓ ୨ କାର୍ଟୁନ ହେମନ୍ ୯୦୦୦ ବିଅର ଜବତ କରିବା ସହ ଘଟଣାରେ ସଂପୃକ୍ତ ନଅଗାଁ(କ) ଗ୍ରାମର ମାନୁ ବେହେରା ଓରଫ୍ ପାନୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ସୂତ୍ରରୁ ପ୍ରକାଶ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
ଲୋଇସିଂହା ଥାନା ପକ୍ଷରୁ ଚଢ଼ଉ କରି ବିପୁଳ ମାତ୍ରାରେ ବିଦେଶୀ ମଦ ଜବତ