ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି ।


(୧୨/୭) ବଲିଉଡ୍ ସୁପୁରଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ ଉଭୟେ କରୋନା ଆକ୍ରାନ୍ତ ହୋଇଥିବା ନିଜ ଟ୍ୱିଟର ପେଜରେ ସେମାନେ ସେଆର କରିଛନ୍ତି । ତେବେ ସେମାନେ ସରକାରୀ ଅଧିକାରୀ ତଥା ଆତ୍ମୀୟସ୍ୱଜନ ଓ ବନ୍ଧୁମାନଙ୍କୁ ଜଣାଇ ଦେଇଛନ୍ତି ବୋଲି ଅଭିଷେକ ଲେଖିଛନ୍ତି । ଏଥିପାଇଁ ବିଶେଷ ଚିନ୍ତା କରିବା ଆବଶ୍ୟକ ନାହିଁ ବୋଲି ନିଜ ଫେନମାନଙ୍କୁ ଅଭିଷେକ ଅନୁରୋଧ କରିଛନ୍ତି । ତେବେ ସଦ୍ୟ ମିଳିଥିବା ତଥ୍ୟ ଅନୁଯାୟୀ ପରୀକ୍ଷାରୁ ଜଣା ପଡ଼ିଛି ଯେ, ଜୟା ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସେମାନେ କରୋନା ପ୍ରଭାବରୁ ସୁରକ୍ଷିତ ଅଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି ।