ରାଜ୍ୟ ପୋଲିସ୍ ମହା ନିର୍ଦ୍ଦେଶକ ତାଙ୍କ ଗସ୍ତ କାଳରେ ସମ୍ବଲପୁରରେ ଜଣେ ମହିଳା ସବ-ଇନସ୍ପେକ୍ଟରଙ୍କୁ ଗର୍ଭବତୀ ଥିଲେ ମଧ୍ୟ ତାଙ୍କ ଦାୟିତ୍ୱ ସମ୍ପାଦନ କରୁଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟେରେସା ଖେସ୍ ନାମ୍ନୀ ଜଣେ ମହିଳା ପୋଲିସ୍ ଏସ୍ଆଇ ଆଠ ମାସର ଗର୍ଭବତୀ ଅଛନ୍ତି ଓ ସେ ସମ୍ବଲପୁର ଥାନାରେ ଏହି କଠୋର ସମୟରେ ମଧ୍ୟ ଦାୟିତ୍ୱ ତୁଲାଉଥିବା ଜାଣି ଏସଆଇ ଖେସଙ୍କୁ ଭେଟି ଡିଜିପି ଅଭିନନ୍ଦନ ଜଣାଇଛନ୍ତି ।
ମହିଳା ଏସ୍ଆଇଙ୍କ କାର୍ଯ୍ୟ ପାଇଁ ଡିଜିପିଙ୍କ ଅଭିନନ୍ଦନ!
