କରୋନା ସମ୍ବାଦ


ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ ଦେଶରେ କରୋନା ଭୂତାଣୁ ମାମଲା ସର୍ବମୋଟ ୨୪,୪୪୭ ହୋଇଥିବାବେଳେ ୧୮,୧୭୧ ଜଣ ଆକ୍ରାନ୍ତ ବ୍ୟକ୍ତି ଚିକିତ୍ସାଧିନ ଅଛନ୍ତି ଓ ମୃତ୍ୟୁସଂଖ୍ୟା ୭୮୦ ରହିଛି । ହେଲେ ‘ଆରୋଗ୍ୟ ସେତୁ’ର ସୂଚନାନୁଯାୟୀ ଦେଶରେ ମୋଟ୍ କରୋନା ମାମଲା ୨୩,୪୫୨ ହୋଇଥିବାବେଳେ ୭୨୩ ଜଣ ମୃତ୍ୟୁବରଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ମଧ୍ୟ ୯୪ ଟି କରୋନା ମାମଲା ଥିବା ଖବର ମିଳିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
କରୋନା ସମ୍ବାଦ