ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ ଦେଶରେ କରୋନା ଭୂତାଣୁ ମାମଲା ସର୍ବମୋଟ ୨୪,୪୪୭ ହୋଇଥିବାବେଳେ ୧୮,୧୭୧ ଜଣ ଆକ୍ରାନ୍ତ ବ୍ୟକ୍ତି ଚିକିତ୍ସାଧିନ ଅଛନ୍ତି ଓ ମୃତ୍ୟୁସଂଖ୍ୟା ୭୮୦ ରହିଛି । ହେଲେ ‘ଆରୋଗ୍ୟ ସେତୁ’ର ସୂଚନାନୁଯାୟୀ ଦେଶରେ ମୋଟ୍ କରୋନା ମାମଲା ୨୩,୪୫୨ ହୋଇଥିବାବେଳେ ୭୨୩ ଜଣ ମୃତ୍ୟୁବରଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ମଧ୍ୟ ୯୪ ଟି କରୋନା ମାମଲା ଥିବା ଖବର ମିଳିଛି ।
କରୋନା ସମ୍ବାଦ
