ମିଳିଥିବା ସୂଚନାନୁଯାୟୀ ରାଜ୍ୟରେ କରୋନା ମାମଲାର ସଂଖ୍ୟା ୧୦୩ ରେ ସୀମିତ ରହିଛି, ହେଲେ ଦେଶରେ ତାହା ୨୬୯୧୭ ଥିବାବେଳେ ମୃତକଙ୍କ ସଂଖ୍ୟା ୮୨୬ ରହିଛି । ଅଧିକ ଆକ୍ରାନ୍ତ ଥିବା ଆମେରିକାରେ ୯ ଲକ୍ଷ ୬୪ ହଜାର ୯୦୪ ଟି ମାମଲା ଥିବାବେଳେ ୭ ଲକ୍ଷ ୯୧ ହଜାର ୬୫୬ ଜଣ ରୋଗୀ ଅଛନ୍ତି ଆଉ ମୃତକଙ୍କ ସଂଖ୍ୟା ୫୪ ହଜାର ୭୭୬ ହେଲାଣି ।
କରୋନା ସମ୍ବାଦ
