କରୋନା ସମ୍ବାଦ


ମିଳିଥିବା ସୂଚନାନୁଯାୟୀ ରାଜ୍ୟରେ କରୋନା ମାମଲାର ସଂଖ୍ୟା ୧୦୩ ରେ ସୀମିତ ରହିଛି, ହେଲେ ଦେଶରେ ତାହା ୨୬୯୧୭ ଥିବାବେଳେ ମୃତକଙ୍କ ସଂଖ୍ୟା ୮୨୬ ରହିଛି । ଅଧିକ ଆକ୍ରାନ୍ତ ଥିବା ଆମେରିକାରେ ୯ ଲକ୍ଷ ୬୪ ହଜାର ୯୦୪ ଟି ମାମଲା ଥିବାବେଳେ ୭ ଲକ୍ଷ ୯୧ ହଜାର ୬୫୬ ଜଣ ରୋଗୀ ଅଛନ୍ତି ଆଉ ମୃତକଙ୍କ ସଂଖ୍ୟା ୫୪ ହଜାର ୭୭୬ ହେଲାଣି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
କରୋନା ସମ୍ବାଦ