ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମାମଲା ୧୦୮ ଓ ଦେଶରେ ୨୭୮୯୦ କୁ ବୃଦ୍ଧି


ମିଳିଥିବା ସୂଚନାନୁସାରେ ରାଜ୍ୟରେ ଆହୁରି ୫ ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଥିବାରୁ ଏହା ବର୍ତ୍ତମାନ ମଧ୍ୟ ୧୦୮ କୁ ବୃଦ୍ଧି ହୋଇଛି ଓ ଦେଶରେ ଏହା ୨୭୮୯୦ କୁ ଛୁଇଁଥିବାବେଳେ ମୃତକଙ୍କ ସଂଖ୍ୟା ୮୮୧ ରେ ହେଲାଣି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମାମଲା ୧୦୮ ଓ ଦେଶରେ ୨୭୮୯୦ କୁ ବୃଦ୍ଧି