ଅଷ୍ଟ୍ରେଲିଆରେ ସମସ୍ତଙ୍କୁ ମାଗଣାରେ କରୋନା ଟୀକା ଦିଆଯିବ ବୋଲି ଘୋଷଣା


(୨୧/୮) କରୋନା ଟୀକା ବାହାର କରିବାକୁ ବିଭିନ୍ନ ଦେଶ ପ୍ରୟାସ ଜାରି ରଖିଥିବାବେଳେ ନିକଟରେ ଋଷ ସଫଳ ଭାବେ କରୋନା ଟୀକା ବାହାର କରିଥିବା ଦାବୀ କରିଥିଲା, ହେଲେ ଏହାକୁ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ କରୋନା ଟୀକା ଫଳପ୍ରଦ ହେଲେ ଅଷ୍ଟ୍ରେଲିଆର ସମସ୍ତ ନାଗରୀକଙ୍କୁ ମାଗଣାରେ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ କହିଛନ୍ତି । ଏହାଦ୍ୱାରା କରୋନା ଟୀକା ମାଗଣାରେ ଦେବାକୁ ଘୋଷଣା କରିବାରେ ଅଷ୍ଟ୍ରେଲିଆ ବିଶ୍ୱରେ ପ୍ରଥମ ଦେଶ ହୋଇଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ଼ ‘ଅକ୍ସଫୋର୍ଡ଼ ୟୁନି ଭେକସିନ୍‌’ ର ଏବେ ପରୀକ୍ଷା ନିରୀକ୍ଷା ଚାଲିଛି । ଏହା ଏ ବର୍ଷ ଶେଷଯାଏଁ ବଜାରକୁ ଆସିଯିବ ବୋଲି ଆଶା ରହିଛି । ରାଷ୍ଟ୍ରପତିଙ୍କ ଏ ଘୋଷଣା ଫଳରେ ଅଷ୍ଟ୍ରେଲିଆର ନାଗରୀକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଅଷ୍ଟ୍ରେଲିଆରେ ସମସ୍ତଙ୍କୁ ମାଗଣାରେ କରୋନା ଟୀକା ଦିଆଯିବ ବୋଲି ଘୋଷଣା