(୦୩/୮) ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲା ତଥା ବିଭିନ୍ନ ଅଂଚଳରେ ଅନେକ ସମୟରେ ଗୁଣିଗାରେଣି ଭଳି ଅଘଟଣ ଘଟିଥାଏ । ଏଥିପାଇଁ ଲୋକଙ୍କୁ ଜାଗ୍ରତ କରିବାକୁ ସୁନ୍ଦରଗଡ଼ ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଜିଲ୍ଲା ସ୍ତରୀୟ ଏହି ଗୁଣି, ଗାରେଣି ଓ ଡାହାଣୀ ଭଳି ଅନ୍ଧବିଶ୍ୱାସ ସନ୍ଦେହରେ ହେଉଥିବା ଅପରାଧ ବିରୁଦ୍ଧରେ ବିରମିତ୍ରପୁର ଥାନାରୁ ଏହି ଜନସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ଜଣପଡ଼ିଛି ।
ସୁନ୍ଦରଗଡ଼ ପୋଲିସ୍ ପକ୍ଷରୁ ଗୁଣିଗାରେଣୀ ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ
