ସୁନ୍ଦରଗଡ଼ ପୋଲିସ୍ ପକ୍ଷରୁ ଗୁଣିଗାରେଣୀ ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ


(୦୩/୮) ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲା ତଥା ବିଭିନ୍ନ ଅଂଚଳରେ ଅନେକ ସମୟରେ ଗୁଣିଗାରେଣି ଭଳି ଅଘଟଣ ଘଟିଥାଏ । ଏଥିପାଇଁ ଲୋକଙ୍କୁ ଜାଗ୍ରତ କରିବାକୁ ସୁନ୍ଦରଗଡ଼ ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଜିଲ୍ଲା ସ୍ତରୀୟ ଏହି ଗୁଣି, ଗାରେଣି ଓ ଡାହାଣୀ ଭଳି ଅନ୍ଧବିଶ୍ୱାସ ସନ୍ଦେହରେ ହେଉଥିବା ଅପରାଧ ବିରୁଦ୍ଧରେ ବିରମିତ୍ରପୁର ଥାନାରୁ ଏହି ଜନସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ଜଣପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
ସୁନ୍ଦରଗଡ଼ ପୋଲିସ୍ ପକ୍ଷରୁ ଗୁଣିଗାରେଣୀ ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ