ବେଆଇନ ଭାବେ କଣ୍ଟାବାଞ୍ଜି ରେଲୱେ ମାନବ ରହିତ ଫାଟକ ବନ୍ଦ କରାଯାଇଥିବା ଅଭିଯୋଗ

(୦୮/୭) କଣ୍ଟାବାଞ୍ଜି ସହର ରେ NAC କାର୍ଯ୍ୟଳୟ ପାଖରେ ଥିବା ୫୦ ବର୍ଷ ପୁରାତନ ମାନଵରହିତ ରେଳବାଇ ଇନଟରଲୋକ୍ (inter lock) ଫାଟକ RV- 123 କୁ ବେଆଇନ ଭାବେ ବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ରେଳବାଇ ବିଭାଗ ଦ୍ଵାରା ଦିଆଯାଇ ଥିବା ଖବରକାଗଜ ବିଜ୍ଞାପନ ଅନୁସାରେ ରେଳବାଇ ବିଭାଗ ରୋଡ଼ ଅଡର ବିଜ (ROAD UNDER BREDGE) ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଥିବା ଯୋଗୁଁ ମାନବ ରହିତ ରେଳବାଇ ଫାଟକ ବନ୍ଦ RV -123 କରିବା ପାଇଁ ବଲାଙ୍ଗିର ଜିଲ୍ଲାପାଳ ଅନୁମତି ୧୬.୦୬.୨୦୧୪ ଦେଇ ଥିବା ଉଲ୍ଲେଖ ରହିଛି । ବଲାଙ୍ଗିର ଜିଲ୍ଲାପାଳଙ୍କ ଅନୁସାରେ ୨୦୧୩ ମସିହାରେ କଣ୍ଟାବାଞ୍ଜି ରେ ରେଡ୍ ଅଡ୍ରର ଵିଜ Road under bridge ନିର୍ମାଣ ଶେଷ ହୋଇଥିଵ ତେଣୁ ଜିଲ୍ଲା ପାଳ ଅନୁମତି ଦେଇଥିବେ ଯାହା ବେଆଇନ ଅଛି । ସୁଚନା ଅନୁସାରେ ରେଳବାଇ ବିଭାଗ ର SAFETY RULES -2012 ଅନୁସାରେ ଯେଉଁଠାରେ ରୋଡ଼ ଓଭର ବିରିଜ (ROAD OVER BRIDGE ) ନିର୍ମିତ ହେବ ସେଠାରେ ରାଜ୍ୟ ସରକାର ଅନୁମତି ଦେବେ LEVEL CROSSING Gate କୁ ୩ ରୁ ୪ ବର୍ଷ ମଧ୍ୟରେ ବନ୍ଦ କରିବେ ବୋଲି ନିୟମ ଅଛି । ରୋଡ଼ ଓଡର ବିଜ ନିର୍ମାଣ କରାଯାଏ ସେଥି‌ରେ କୋୖଣସି level crossing ବନ୍ଦ ହେବ ବୋଲି ନିୟମ ଉଲ୍ଲେଖ କରାଯାଇଛି ନାହିଁ ।ଯଦି RAILWAY safety RULE ନିୟମ – 2012 ଅନୁସାରେ କଣ୍ଟାବାଞ୍ଜି ସହର ରେ ରୋଡ଼ ଅଡର ଵିଜ୍ ନିର୍ମାଣ ହେଲା ତାହା ହେଲେ ମାନବ ରହିତ ଫାଟକ କାହିଁକି ବନ୍ଦ କରାଗଲା ? ଯେମିତି କଣ୍ଟାବାଞ୍ଜି ଠାରେ ରୋଡ଼ ଓଭର ଵିଜ ନିର୍ମିତ ହେଇଥିବ ବୋଲି ୩ ଓ ୪ ମଧ୍ୟ ମାନବ ରହିତ ଫାଟକ RV – 123 କୁ ରେଳବାଇ ବିଭାଗ‌ କାହିଁକି ବନ୍ଦ କରିଛି ଅଭିଯୋଗ ହୋଇଛି। (ରିପୋର୍ଟ – SK SAMIM)
Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ବେଆଇନ ଭାବେ କଣ୍ଟାବାଞ୍ଜି ରେଲୱେ ମାନବ ରହିତ ଫାଟକ ବନ୍ଦ କରାଯାଇଥିବା ଅଭିଯୋଗ