(୦୨/୮) କୋଭିଡ୍ ମୁକାବିଲା ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଅଗଷ୍ଟ ମାସ ୩୧ ଯାଏଁ ବନ୍ଦ ରଖାଯିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅତିରିକ୍ତ ପୁଷ୍ଟି ସାଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତି ମାସରେ ପ୍ରଦାନ କରାଯାଉଥିବା ‘ଶୁଖିଲା ରାସନ୍’ ଅଙ୍ଗନବାଡ଼ି କର୍ମୀମାନେ କୋଭିଡ୍ ନିୟମ ଅନୁପାଳନ କରି ହିତାଧିକାରୀଙ୍କ ଘରେ ପହଂଚାଇବେ ବୋଲି ଏଥିରେ ଦର୍ଶା ଯାଇଛି ।
ରାଜ୍ୟରେ ଅଗଷ୍ଟ ୩୧ ଯାଏଁ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ
