(୧୦/୬) ପ୍ରାଚୀନ ଆଦିବାସୀ ଗୋଷ୍ଠୀର ସୁରକ୍ଷା ତଥା ସେମାନଙ୍କର ଜୀବନଜୀବିକା ନିମନ୍ତେ ରାଜ୍ୟ ସରକାର ଆହୁରି ୮୮୮ ଟି ଗ୍ରାମ ବିଶେଷ କରି ଅନୁନ୍ନତ ତାଲିକାରେ ଥିବା ଆଦିବାସୀ ଗୋଷ୍ଠୀକୁୁ ସାମିଲ କରିଛନ୍ତି । ଆହୁରିମଧ୍ୟ, ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ୩ ଟି ନୂଆ କ୍ଷୁଦ୍ର ପ୍ରକଳ୍ପ ସ୍ଥାପନ କରିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଜଣାଇଛି ।
ପ୍ରାଚୀନ ଆଦିବାସୀ ଗୋଷ୍ଠୀର ସୁରକ୍ଷା ନିମନ୍ତେ ୩ ଟି ଜିଲ୍ଲାରେ ନୂଆ କ୍ଷୁଦ୍ର ପ୍ରକଳ୍ପ ସ୍ଥାପନ
