ବଲାଙ୍ଗୀରରେ ଆହୁରି ୭ କରୋନା ପଜିଟିଭ ଚିହ୍ନଟ


ବଲାଙ୍ଗୀର ଜିଲ୍ଲାରେ ଆହୁରି ୭ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି । ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ୨ ଜଣ ଆଗଲପୁର ବ୍ଲକର ଭରସୁଜା ଓ ଇଂସା ଗ୍ରାମପଂଚାୟତର ବୋଲି ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ବଲାଙ୍ଗୀରରେ ଆହୁରି ୭ କରୋନା ପଜିଟିଭ ଚିହ୍ନଟ