ଆଜି ପ୍ରବାସୀ ଓଡ଼ିଆଙ୍କୁ ଧରି ୩ ଟି ସ୍ୱତନ୍ତ୍ର ଟ୍ରେନ ବାହାରିବ ଓଡ଼ିଶା ଅଭିମୁଖେ


ଆଜି ସନ୍ଧ୍ୟାରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଓଡ଼ିଶା ଅଭିମୁଖେ ୩ଟି ସ୍ୱତନ୍ତ୍ର ଟ୍ରେନ ବାହାରିବ । ସୁରତରୁ ବ୍ରହ୍ମପୁର ଅଭିମୁଖେ ୨ ଟି ଓ ଏର୍ଣ୍ଣାକୁଲମରୁ ଭୁବନେଶ୍ୱର ଅଭିମୁଖେ ବାହାରିବ ବୋଲି ଜଣାପଡ଼ିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ପ୍ରବାସୀ ଓଡ଼ିଆଙ୍କୁ ଧରି ୩ ଟି ସ୍ୱତନ୍ତ୍ର ଟ୍ରେନ ବାହାରିବ ଓଡ଼ିଶା ଅଭିମୁଖେ