ଗଞ୍ଜାମ ଜିଲ୍ଲାର କରୋନା ମୁକାବିଲା ପାଇଁ ୩ ଜଣ ଆଇଏଏସ୍ ଅଧିକାରୀ


ସଦ୍ୟ ମିଳିଥିବା ସୂଚନାନୁଯାୟୀ ଗଞ୍ଜାମ ଜିଲ୍ଲାରେ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏହାର ମୁକାବିଲା କରିବାକୁ ରାଜ୍ୟ ସରକାର ସେଠାରେ ୩ ଜଣ ଆଇଏଏସ୍ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି । ଏହି ଅଧିକାରୀମାନେ କୋଭିଡ୍‌-୧୯ ପରିଚାଳନାରେ ଜିଲ୍ଲା ପ୍ରଶାସନକୁ ସହଯୋଗ ଜରିବେ ବୋଲି ସରକାରଙ୍କ ବିବୃତିରେ କୁହାଯାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
ଗଞ୍ଜାମ ଜିଲ୍ଲାର କରୋନା ମୁକାବିଲା ପାଇଁ ୩ ଜଣ ଆଇଏଏସ୍ ଅଧିକାରୀ