ସଦ୍ୟ ମିଳିଥିବା ସୂଚନାନୁଯାୟୀ ଗଞ୍ଜାମ ଜିଲ୍ଲାରେ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏହାର ମୁକାବିଲା କରିବାକୁ ରାଜ୍ୟ ସରକାର ସେଠାରେ ୩ ଜଣ ଆଇଏଏସ୍ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି । ଏହି ଅଧିକାରୀମାନେ କୋଭିଡ୍-୧୯ ପରିଚାଳନାରେ ଜିଲ୍ଲା ପ୍ରଶାସନକୁ ସହଯୋଗ ଜରିବେ ବୋଲି ସରକାରଙ୍କ ବିବୃତିରେ କୁହାଯାଇଛି ।
ଗଞ୍ଜାମ ଜିଲ୍ଲାର କରୋନା ମୁକାବିଲା ପାଇଁ ୩ ଜଣ ଆଇଏଏସ୍ ଅଧିକାରୀ
