ଆଜି ୨୯ରେ କରୋନା ପଜିଟିଭ୍ ସୀମିତ, ହେଲେ କାଲି ରାଜ୍ୟରେ ଚିହ୍ନଟ ହୋଇଥିଲା ୫୧


ଆଜି ତିନି ଦିନ ଭିତରେ କମ ପରିମାଣର କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଓ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୯ ରେ ସୀମିତ ରହିଛି । ପରଦିନ ୩୪ ଜଣ କରୋନା ରୋଗୀଙ୍କୁୁ ରାଜ୍ୟରେ ଚିହ୍ନଟ କରା ଯାଇଥିବାବେଳେ ଗତକାଲି ତାହା ଥିଲା ୫୧, ହେଲେ ଆଜି ତାହା କମି ୨୯ ରେ ସୀମିତ ରହିଛି । ତେବେ ସମସ୍ତେ ସଜାଗ ହୋଇ ନିଜନିଜ ଦାୟିତ୍ୱ ବିଶ୍ୱସ୍ତ ଭାବେ ତୁଲାଇଲେ କରୋନାକୁ ନିୟନ୍ତ୍ରଣ କରିବା କିଛି ବଡ଼କଥା ନୁହେଁ ବୋଲି ସମସ୍ତଙ୍କୁ ଜଣା । ଏଥିପାଇଁ ବାହାରକୁ ବାହାରିଲେ ମୁହଁରେ ନିହାତି ମାସ୍କ ଲଗାଇବା ଦରକାର ଓ ଆବଶ୍ୟକୀୟ ଦୂରତାରେ ରହି ଚଳପ୍ରଚଳ କରିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସବୁବେଳେ ସତର୍କ କରୁଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ୨୯ରେ କରୋନା ପଜିଟିଭ୍ ସୀମିତ, ହେଲେ କାଲି ରାଜ୍ୟରେ ଚିହ୍ନଟ ହୋଇଥିଲା ୫୧