ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧.୮୪,୧୨୨ ହେଲା, ଖୋର୍ଦ୍ଧା ଓ କଟକରେ ପାଖାପାଖି ସମାନ ଆକ୍ରାନ୍ତ ଚିହ୍ନଟ !


(୨୧/୯) ଆଜି ରାଜ୍ୟରେ ୪୨୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜିର ସର୍ବାଧିକ ଆକ୍ରାନ୍ତ ଭିତରେ ଖୋର୍ଦ୍ଧାର ୬୫୨, କଟକର ୫୯୫, ଝାରସୁଗୁଡ଼ାର ୨୦୫, ପୁରୀର ୧୮୨, ଜଗତସିଂହପୁରର ୧୭୬, ମୟୁରଭଞ୍ଜର ୧୭୧,କେନ୍ଦ୍ରାପଡ଼ା ଓ ବାଲେଶ୍ୱରର ୧୫୫ ଲେଖାଏଁ, କନ୍ଧମାଳର ୧୫୩, ଅନୁଗୁଳର ୧୦, ରାୟଗଡ଼ାରର ୧୩୪, ସୁନ୍ଦରଗଡ଼ର ୧୩୩, ଯାଜପୁରର ୧୩୧, ବରଗଡ଼ ଓ ଭଦ୍ରକର ୧୧୪ ଲେଖାଏଁ, ସମ୍ବଲପୁରର ୧୧୩ ଜଣ ହୋଇଥିବାବେଳେ ବଲାଙ୍ଗୀରର ୬୮, ବୌଦ୍ଧର ୪୫, ଦେବଗଡ଼ର ୧୦, ଢେଙ୍କାନାଳର ୭୧, ଗଜପତିର ୨୭, ଗଞ୍ଜାମର ୫୭, କଳାହାଣ୍ଡିର ୪୦, କେନ୍ଦୁଝରର ୬୨, କୋରାପୁଟର ୯୦, ନବରଙ୍ଗପୁରର ୫୪, ନୂଆପଡ଼ାର ୫୮ ଓ ସୋନପୁରର ୧୯ ଜଣ । ୨୦୬ ଜଣଙ୍କ ବିଷୟରେ ବିଭାଗ ତଥ୍ୟ ଦେଇ ନାହିଁ । ତେବେ ଆଜି ରାଜ୍ୟରେ ୯ ଜଣଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧.୮୪,୧୨୨ ହେଲା, ଖୋର୍ଦ୍ଧା ଓ କଟକରେ ପାଖାପାଖି ସମାନ ଆକ୍ରାନ୍ତ ଚିହ୍ନଟ !