ବାଲେଶ୍ୱର ଜିଲ୍ଲାରୁ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏଥିସହିତ କରୋନା ମାମଲା ରାଜ୍ୟରେ ୧୪୩ ରେ ପହଂଚିଛି । ଦେଶରେ ୩୩୬୧୦ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବାବେଳେ ଏଯାଏଁ ୮୩୭୩ ଜଣ ଭଲ ହେଲେଣି ଓ ୧୦୭୫ ଜଣ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।
ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ
