ଗତକାଲି କରୋନା ଆକ୍ରାନ୍ତଙ୍କ ମାମଲା ରାଜ୍ୟରେ ୧୨୫ ଥିବାବେଳେ ଆଜି ସକାଳେ ୩ ଟି ନୂଆ ମାମଲା ସାମ୍ନାକୁ ଆସିଥିଲା । କିନ୍ତୁ କିଛି ସମୟ ଆଗରୁ ମିଳିଥିବା ସୂଚନାନୁସାରେ ଆହୁରି ୧୪ ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଏହା ସହ ରାଜ୍ୟରେ ସର୍ବମୋଟ କରୋନା ମାମଲା ୧୪୨ ରେ ପହଂଚିଛି । ସେହିପରି ଦେଶରେ ଏହି ସଂଖ୍ୟାଟି ୩୩ ହଜାର ୫୦ ରେ ପହଂଚିଥିବାବେଳେ ମୃତ୍ୟୁ ସଂଖ୍ୟା ୧୦୭୪ ହେଲାଣି ।
ରାଜ୍ୟରେ ଆହୁରି ୧୪ ଟି କରୋନା ରୋଗୀ ଚିହ୍ନଟ
