ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ଓ ପାଞ୍ଚ-ଟି ସଚିବ କେ ପାଣ୍ଡିୟାନ ବଲାଙ୍ଗୀର ଓ ବରଗଡ଼ ଗସ୍ତରେ ଯାଇ କରୋନା ହସପିଟାଲ ବୁଲି ଦେଖିବା ସହ କରୋନା ସମ୍ପର୍କୀତ ସମୀକ୍ଷା କରିଥିଲେ । ବଲାଙ୍ଗୀରଠାରେ ୨୦୦ ଶଯ୍ୟା ବିଶିଷ୍ଟ କରୋନା ହସପିଟାଲ କାର୍ଯ୍ୟକ୍ଷମ ହୋଇଥିବାବେଳେ ବରଗଡ଼ଠାରେ ମଧ୍ୟ ଖୁବ ଶୀଘ୍ର ୨୦୦ ଶଯ୍ୟା ବିଶିଷ୍ଟ ହସପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।
ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ପଶ୍ଚିମ ଓଡ଼ିଶାର କରୋନା ହସପିଟାଲ୍ ପରିଦର୍ଶନ ଓ ସମୀକ୍ଷା
