ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ପଶ୍ଚିମ ଓଡ଼ିଶାର କରୋନା ହସପିଟାଲ୍ ପରିଦର୍ଶନ ଓ ସମୀକ୍ଷା

ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ଓ ପାଞ୍ଚ-ଟି ସଚିବ କେ ପାଣ୍ଡିୟାନ ବଲାଙ୍ଗୀର ଓ ବରଗଡ଼ ଗସ୍ତରେ ଯାଇ କରୋନା ହସପିଟାଲ ବୁଲି ଦେଖିବା ସହ କରୋନା ସମ୍ପର୍କୀତ ସମୀକ୍ଷା କରିଥିଲେ । ବଲାଙ୍ଗୀରଠାରେ ୨୦୦ ଶଯ୍ୟା ବିଶିଷ୍ଟ କରୋନା ହସପିଟାଲ କାର୍ଯ୍ୟକ୍ଷମ ହୋଇଥିବାବେଳେ ବରଗଡ଼ଠାରେ ମଧ୍ୟ ଖୁବ ଶୀଘ୍ର ୨୦୦ ଶଯ୍ୟା ବିଶିଷ୍ଟ ହସପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ପଶ୍ଚିମ ଓଡ଼ିଶାର  କରୋନା ହସପିଟାଲ୍ ପରିଦର୍ଶନ ଓ ସମୀକ୍ଷା