ସୂଚନା ଓ ଜନସମ୍ପର୍କ ବିଭାଗର ସୂଚନାନୁସାରେ ରାଜ୍ୟରେ ଆହୁରି ୭ ଟି ନୂଆ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ୫ ଟି ଭଦ୍ରକ ଜିଲ୍ଲାର ହୋଇଥିବାବେଳେ ଆହୁରି ୨ଟି ବାଲେଶ୍ୱର ବୋଲି ଜଣାପଡ଼ିଛି । ଏହାକୁ ମିଶାଇ ରାଜ୍ୟରେ ଏଯାଏଁ ୬୮ ଜଣଙ୍କଠାରେ କରୋନା ଭୂତାଣୁ ଥିବା ଚିହ୍ନଟ ହୋଇଛି ।
ରାଜ୍ୟରେ ଆହୁରି ୭ ଟି ନୂଆ କରୋନା ପଜିଟିଭ୍ ରୋଗୀ ଚିହ୍ନଟ
