ରାଜ୍ୟରେ ଆହୁରି ୭ ଟି ନୂଆ କରୋନା ପଜିଟିଭ୍ ରୋଗୀ ଚିହ୍ନଟ

ସୂଚନା ଓ ଜନସମ୍ପର୍କ ବିଭାଗର ସୂଚନାନୁସାରେ ରାଜ୍ୟରେ ଆହୁରି ୭ ଟି ନୂଆ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି ।  ୫ ଟି ଭଦ୍ରକ ଜିଲ୍ଲାର ହୋଇଥିବାବେଳେ ଆହୁରି ୨ଟି ବାଲେଶ୍ୱର ବୋଲି ଜଣାପଡ଼ିଛି । ଏହାକୁ ମିଶାଇ ରାଜ୍ୟରେ ଏଯାଏଁ ୬୮ ଜଣଙ୍କଠାରେ କରୋନା ଭୂତାଣୁ ଥିବା ଚିହ୍ନଟ ହୋଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜ୍ୟରେ ଆହୁରି ୭ ଟି ନୂଆ କରୋନା ପଜିଟିଭ୍ ରୋଗୀ ଚିହ୍ନଟ